Odisha Link
Bridging the Missing Links in Odisha

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଜିଲ୍ଲା କୁଟ୍ରିମା ଗାଁର ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଲରୁ ବହୁ ମାଓ ସାମଗ୍ରୀ ସହ ୨ଟି ବନ୍ଧୁକ ଜବତ କରାଯାଇଛି।

Comments are closed.