Odisha Link
Bridging the Missing Links in Odisha
Daily Archives

September 14, 2019

ସୁସ୍ଥ ରହିବାରଉପାୟ

ନିୟମିତ ଘର କାମ କଲେ ଜଣେ ବ୍ୟକ୍ତି ସୁସ୍ଥ ରହି ଜୀବନ ଅତିବାହିତ କରିପାରିବ। କେତେକ ଉପାୟ ହେଲା : * ନିୟମିତ ଭାବରେ ନିଜେ ନିଜ ଘରର ବିଛଣାକୁ ସଜାଡି ରଖନ୍ତୁ ।ପରୀକ୍ଷାରୁ ଜଣାପଡ଼ିଛିକି, ବିଛଣା ସଜାଡ଼ିବା ପାଇଁ ୧୫ମିନିଟରେ ୬୫ କ୍ୟାଲୋରୀ ଖର୍ଚ୍ଚ       ହୁଏ,ଏହାକୁ ଦେଢ଼ କିମି ଚାଲିବା ସହ ତୁଳନା…

କିଙ୍ଗ ଖାନଙ୍କ ପୁଅକୁ ବିବାହ ପ୍ରସ୍ତାବ

ଭୁବନେଶ୍ବର :କିଙ୍ଗ ଖାନ ଶାରୁଖଙ୍କ ପୁଅହେଲେ ଆର୍ୟ୍ୟନ୍ ଖାନ୍ । ଲଣ୍ତନରେ ପାଠପଢ଼ିବା ପରେ ସେ ମୁମ୍ବାଇକୁ ଫେରି ଆସିଥିଲେ, ଏବଂ ଏଠାରେ ନିଜର କ୍ୟାରିୟରକୁ ଗଢିବାରେ ଲାଗିଛନ୍ତି । ନିକଟରେ ମୁକ୍ତି ଲାଭକରି ଥିବା ଦ ଲାୟନ୍ କିଙ୍ଗ ରେ ଆର୍ୟ୍ୟନ୍ ପ୍ରଥମ ଥର ପାଇଁ ସିମ୍ବା ଚରିତ୍ରରେ ସ୍ବର ଦେଇଥିଲେ ।…

୨ କିମି ଚାଲିଲେ ଗର୍ଭବତୀ

ଫୁଲବାଣୀ: ଗର୍ଭବତୀଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସ ଯାଇଥିଲା। ମାତ୍ର ରାସ୍ତାରେ ତାର ବାଡ଼ ଲାଗିଥିବାରୁ ଠିକଣା ଜାଗାରେ ଆମ୍ୱୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗର୍ଭବତୀଙ୍କୁ ୨ କିଲୋମିଟର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ…

ବମ୍ବେରେ ଓଡିଆ ଝିଅ

ଭୁବନେଶ୍ୱର: ତାଙ୍କ ସ୍ୱପ୍ନ ଥିଲା ସୁପର ମଡେଲ୍‌ ହବା ପାଇଁ , ନହେଲେ କରନ୍‌ ଜୋହରଙ୍କ ସିନେମାର ହିରୋଇନ୍‌। ସେଇ ଆଶାକୁ ମନରେ ଜାବୁଡ଼ି ଧରି ନଇଶା ମାୟାନଗରୀ ଚାଲି ଆସିଥିଲେ। ଏବେ ତାଙ୍କ ସ୍ୱପ୍ନକୁ ମଧ୍ୟ ସେ ସାକାର କରିଦେଇଛନ୍ତି। ନଇଶା ଭାର୍ଗବୀ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନଟି…

ଚମ୍ପଟ ମାରିଥିବା ଅଭିଯୁକ୍ତକୁ କାବୁକଲା…

ସମ୍ବଲପୁର: ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫହୋଇ ଜଣେ ଯୁବକ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରି ପଳାଉଥିବାବେଳେ ଧରା ପଡ଼ିଛି। ଶୁକ୍ରବାର ସମ୍ୱଲପୁର ପୁଲିସ ଡକାୟତି ଉଦ୍ୟମ କରୁଥିବା ଜଣେ ଯୁବକକୁ ଗିରଫ କରିଥିଲା। ଶନିବାର କୋର୍ଟଚାଲଣ ପୂର୍ବରୁ ତାକୁ ମେଡିକାଲ ଚେକଅପ୍ ପାଇଁ ନିଆଯାଇଥିଲା। ସେଠାରୁ…

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନକଲି…

ଭୁବନେଶ୍ବର: ଦେଶବ୍ୟାପୀ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଥିବା ବେଳେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ତେବେ ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦାଧିକାରୀଙ୍କ ସୁରକ୍ଷା ଦାୟିତ୍ୱ ନିର୍ବାହ ତଥା ଆଇନଶୃଙ୍ଖଳା…

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦେଢ ବର୍ଷର ଝିଅ ଶିବାଙ୍ଗିନୀ ପଲେଇ ଥିବା…

ଦୁନିଆର ସବୁଠୁ ବଡ଼ ତୈଳ କମ୍ପାନୀରେ…

ସାଉଦି ଆରବ: ଦୁନିଆର ସବୁଠାରୁ ବଡ଼ ତୈଳ କମ୍ପାନୀରେ ନିଆଁ। ହୁ ହୁ ହୋଇ ଜଳୁଛି ବଡ଼ ତୈଳ କମ୍ପାନୀ ଆରାମକୋ। ତୈଳ ଖଣିରେ ଏବେ ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ମିଳଥିବା ସୂଚନା ଅନୂଯାୟୀ ସାଉଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନୀ ଆରାମକୋ ଉପରେ ଆଜି…

ଆୟୁଷ୍ମାନଙ୍କ ସଫଳତା ର ଚାବିକାଠି ତାଙ୍କ…

ଭୁବନେଶ୍ୱର :ଡ୍ରିମ ଗାର୍ଲ ଅର୍ଥାତ ଆୟୁଷ୍ମାନ ଖୁରାନାଙ୍କର ଆଜି ଜନ୍ମଦିନ। ଦିଲ୍ଲୀରେ ପଢ଼ୁଥିବା ସମୟରେ ଆୟୁଷ୍ମାନ ରେଡିଓ ଜକିରେ କାମ କରୁଥିଲେ। ଏବଂ ସେହି ସମୟରେ ହଠାତ ତାଙ୍କ ପିତାଙ୍କର ଗୋଟେ ଫୋନ କଲ୍‌ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ନିକଟରେ ଏକ ଇଣ୍ଟରଭ୍ୟୁରେ ଆୟୁଷ୍ମାନ ଖୁରାନା କହିଛନ୍ତି,…

୨୦ ବର୍ଷରୁ କମ୍ ଜାତୀୟ ଆଥଲେଟିକ୍‌…

ଭୁବନେଶ୍ବର: ନୟାଗଡ଼ର ସୁନା ଝିଅ ଦିପାଳୀ ମହାପାତ୍ର ୨୦ ବର୍ଷରୁ କମ୍ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସେ ଝାଡଖଣ୍ଡ ରାଞ୍ଚିରେ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ଆଥଲେଟିକ୍ କ୍ରୀଡାର ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଯାହାରି ଫଳରେ ଦିପାଳୀ ଜାତୀୟ…