Odisha Link
Bridging the Missing Links in Odisha

ଚମ୍ପଟ ମାରିଥିବା ଅଭିଯୁକ୍ତକୁ କାବୁକଲା ପୁଲିସ

ସମ୍ବଲପୁର: ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫହୋଇ ଜଣେ ଯୁବକ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରି ପଳାଉଥିବାବେଳେ ଧରା ପଡ଼ିଛି। ଶୁକ୍ରବାର ସମ୍ୱଲପୁର ପୁଲିସ ଡକାୟତି ଉଦ୍ୟମ କରୁଥିବା ଜଣେ ଯୁବକକୁ ଗିରଫ କରିଥିଲା। ଶନିବାର କୋର୍ଟଚାଲଣ ପୂର୍ବରୁ ତାକୁ ମେଡିକାଲ ଚେକଅପ୍ ପାଇଁ ନିଆଯାଇଥିଲା। ସେଠାରୁ ଅଭିଯୁକ୍ତ ପୁଲିସ ଆଖିରେ ଧୂଳିଦେଇ ଚମ୍ପଟ ଉଦ୍ୟମ କରିଥିଲା। ହେଲେ ପୁଲିସ ଗୋଡ଼ାଇ ଗୋଡ଼ାଇ ତାକୁ ଚର୍ଚ୍ଚ ଛକରୁ ପୁଣି ଗିରଫ କରିଛି।

Comments are closed.