Odisha Link
Bridging the Missing Links in Odisha
Browsing Tag

police

କଟକ: ବୋମା ନିଷ୍କ୍ରିୟ ବେଳେ ଅଘଟଣ,…

ଓଏଲ୍‌ ବ୍ୟୁରୋ: କଟକରୁ ଆସିଲା ଦୁଃଖଦ ଖବର। ଜବତ ବୋମା ନିଷ୍କ୍ରିୟ କଲା ବେଲେ ଫୁଟିଲା। ନିଷ୍କ୍ରିୟକାରୀ ପୁଲିସ୍‌ ଟିମରେ ଥିବା ଜଣେ ହାବିଲଦାର ମୃତ। ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା। ସୂଚନାଥାଉକି, କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ହୋଇଥିବା ବୋମା। ଆଜି…

ଭିଡିଓ ଭାଇରାଲ ପରେ ମତଦାତାଙ୍କୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଛି। ମନ ପସନ୍ଦର ନେତା ବାଛୁଛନ୍ତି ଜନତା। ଏସବୁ ମଧ୍ୟରେ ଜଣେ ମତଦାତାଙ୍କୁ ବାନ୍ଧିଛି ପୁଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍‌ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ…

ମାଓବାଦୀଙ୍କ ନୂଆ ଚାଲ, ଘାସ ତିଆରି ପୋଷାକ…

ଓଏଲ୍‌ ବ୍ୟୁରୋ: ମାଓ ଦମନ ପାଇଁ ସରକାର ଆପଣେଇଛନ୍ତି ଅନେକ ଯୋଜନା। ହେଲେ ସମ୍ପୂର୍ଣ୍ଣ ମାଓ ଦମନ କରିବାରେ ବିଫଳ ସରକାର। ଏସବୁ ମଧ୍ୟରେ ମାଓବାଦୀ ଦିନକୁ ଦିନ ଖେଳୁଛନ୍ତି ନୂଆ ଚାଲ। ଏଣିକି ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଠାବ କରିବା ଯବାନ ଓ ପୁଲିସକୁ କଷ୍ଟକର ହେବ। କାରଣ ମାଓବାଦୀ ମାନେ ତାଙ୍କ ବେଷ ଭୁଷା ଓ…

ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା…

ଓଏଲ୍‌ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ପୁଲିସ କର୍ମଚାରୀଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଡିଭିଏଫ ଯବାନ ବିଶ୍ବନା…

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପ୍ରାୟ ମାସେ ପୁରିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ଛଡ଼ା କେଉଁ କାରଣରୁ ସେ ହତ୍ୟା କଲା ତାର ଉତ୍ତର ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ନାଇଁ। ରାଜ୍ୟରେ ନବ ଦାସ…

ଜେଲ୍‌ରୁ ଫେରାର ହେଲା କଏଦୀ

ଓଏଲ୍‌ ବ୍ୟୁରୋ : ସୋର ଉପକାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ଉପକାରାଗାର ପାଚେରି ଡେଇଁ କଏଦୀ ଚମ୍ପଟ ହୋଇଯାଇଛି। ସୋର ଉପକାରାଗାର ପାଚେରି ଡେଇଁ ଫେରାର ହୋଇଥିବା କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା କଶିଆ ମେରାଇନ ଥାନା ବିଦେଇପୁର ଗାଁର ବୋଲି ଜଣା ପଡ଼ିଛି। ପୂର୍ବରୁ କଏଦୀ…

ନବ ଦାସଙ୍କୁ ଗୁଳି କରିଛନ୍ତି ASI ଗୋପାଳ…

ଓଏଲ୍‌ ବ୍ୟୁରୋ: ବିଜେଡିର ଟାଣୁଆ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ଛାତି ତଳକୁ ଗୁଳି ବାଜିଛି ବୋଲି ଜଣାପଡ଼ିଛି। ଜଣେ ଦୁର୍ବୃତ୍ତ ପୁଲିସ ବେଶରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି…

କନେଷ୍ଟବଳ ଆଶାୟୀଙ୍କ ପାଇଁ ଖୁସି ଖବର,…

ଓଏଲ୍‌ ବ୍ୟୁରୋ: କନେଷ୍ଟବଳ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କାରଣ ହାଇକୋର୍ଟ ଆଜି ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। କନେଷ୍ଟବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ କଲେ ହାଇକୋର୍ଟ। ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ ଗତ ଡ଼ିସେମ୍ବର ୩୦ ତାରିଖରେ…

ଅମାନିଆ ସାବଧାନ ! ନୂଆବର୍ଷ ପାଇଁ…

ଓଏଲ୍‌ ବ୍ୟୁରୋ: ଆଉ କିଛିଦିନ ପରେ ସାରା ବିଶ୍ବବାସୀ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବେ। ଏଥିପାଇଁ ସବୁଆଡ଼େ ଚାଲିଛି ଯୋରଦାର ପ୍ରସ୍ତୁତି। ନୂଆବର୍ଷକୁ ନଜରରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ନିଆଯାଇଛି କଡ଼ା ସୁରକ୍ଷା। ଏଥର ନୂଆବର୍ଷ ସେଲିବ୍ରେସନ ପାଇଁ କଟକଣା ନଥିବାରୁ ସୁରକ୍ଷା ବଢ଼ାଇଛି ପୁଲିସ।…

ଯବାନ ଓ ନକ୍ସଲ ସାମ୍ନାସାମ୍ନି,…

ଓଏଲ୍‌ ବ୍ୟୁରୋ : ନକ୍ସଲ ଯବାନଙ୍କ ଉପରେ କଲେ ଗୁଳିଚାଳନା ଏବଂ ଗୁଳିଚାଳନାର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିଚାଳନାରେ ଜଣେ ନକ୍ସଲ ମୃତ ଖବର ସାମ୍ନାକୁ ଆସିଛି। ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଥିବାବେଳେ ଘଟଣା ସ୍ଥଳରେ ପୁଲିସ ନକ୍ସଲ ମଧ୍ୟରେ…