Odisha Link
Bridging the Missing Links in Odisha
Daily Archives

September 14, 2019

ଧର୍ମେନ୍ଦ୍ରଙ୍କ ଦ୍ୱାରା ଇ-କ୍ଲାସରୁମ…

ଭୁବନେଶ୍ୱର: ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ ଲୋକାର୍ପିତ ହୋଇଯାଇଛି। ଏନେଇ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ ଲୋକାର୍ପିତ…

ଧୋନିଙ୍କ ଫଟୋ ପୋଷ୍ଟ କରିବା ପ୍ରସଙ୍ଗରେ…

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଧୋନିଙ୍କ ସନ୍ୟାସକୁ ନେଇ ଚର୍ଚ୍ଚା ହୋଇଥିଲା। କାରଣ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଥିବା ଏକ ଫଟୋ ପୋଷ୍ଟ କରିଥିଲେ, ଏହା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ…

ସିଲ୍ଟ ବେଲ୍ଟ ନଲଗାଇ ହଟହଟା ହେଲେ ସରକାରୀ…

ପାଟନା: ନୂଆ ମୋଟର ଯାନ ନିୟମ ଲାଗୁ ପରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ସରକାରୀ ବାବୁଙ୍କ ନିୟମ ଭଙ୍ଗା ଦୃଶ୍ୟ। ଏମିତି ଏକ ଖବର ଆସିଛି ବିହାର ରାଜ୍ୟରୁ। ନୂଆ ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ ବେଆଇନ ଗାଡ଼ି ଚାଳକଙ୍କ ଚାଲାଣ କାଟୁଥିଲେ ବିହାର ମୁଜାଫରପୁରର ଏମଭିଆଇ ଦିବ୍ୟ ପ୍ରକାଶ। ଏବେ ସେ ନିଜେ…

ଜିତେନ୍ଦ୍ର-ନିରଞ୍ଜନ ଆଲୋଚନା

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶନିବାର ନୂଆଦିଲ୍ଲୀରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଛନ୍ତି। ରାଜ୍ୟରେ ହେବାକୁ ଥିବା ସାଧାରଣ ପରିଷଦ ବୈଠକ ସମ୍ପର୍କରେ ନିରଞ୍ଜନ ପ୍ରଭାରୀ ଜିତେନ୍ଦ୍ରଙ୍କୁ ଭେଟିଛନ୍ତି। ଆସନ୍ତା ୨୦ରୁ ୩୦ ମଧ୍ୟରେ ସବୁ ରାଜ୍ୟରେ ସାଧାରଣ ବୈଠକ ଅନୁଷ୍ଠିତ ହେବ।…

ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ…

ଭୁବନେଶ୍ୱର: ଏଣିକି ସେବା ପାଇଁ ନାଗରିକ ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ। ଯୋଗାଯୋଗ କରି ଥାନାଧିକାମାନେ ନାଗରିକଙ୍କୁ ସେବା ଯୋଗାଇ ଦେବେ। ଏଭଳି କରୁଥିବା ଥାନାଧିକାରୀଙ୍କୁ ପୁରସ୍କୃତ କରାଯିବ ଆଉ ଏଥିରେ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ଗାନ୍ଧୀ ଜୟନ୍ତରୁ ଆରମ୍ଭ…

ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କର ଜୀବନ

ଗୋଡା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପୋଖରୀଆପଡ଼। ଗ୍ରାମରେ ଶନିବାର ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତଙ୍କ ନାମ ନୀଳମଣି ସ୍ୱ।ଇଁ। ଶନିବାର ସକାଳେ ସେ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ସେହି ସ୍ଥାନରେ ଯାଇଥିବା ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପାଖ ଜମିରେ…

ଗାଁରୁ ଉଦ୍ଧାର ହେଲା ହାତୀ ଛୁଆ

କାମାକ୍ଷାନଗର: କାମାକ୍ଷାନଗର-ମହାବୀରରୋଡ୍ ରେଞ୍ଜ ବାଇଗଣିଆ ଗାଁରୁ ହାତୀଛୁଆକୁ ଉଦ୍ଧାର କରାଯାଇଛି। ହାତୀ ଛୁଆର ବୟସ ୧ମାସ ହେବ ବୋଲି ଅନୁମାନ କରାଯାଉଛି । ଛୁଆ ହାତୀଟି ହାତୀପଲ ଛାଡି ଚାଲି ଆସିଛି। ତେବେ ହାତୀଛୁଆଟି ଅସୁସ୍ଥ ଥିବାରୁ ବନବିଭାଗର ଏକ ଟିମ୍ ପହଞ୍ଚି ତାକୁ ଉଦ୍ଧାର କରିଛି। ଚିକିତ୍ସା ପାଇଁ…

ମା ସାଜି ବିଧବା ବୋହୂକୁ ଅନ୍ୟତ୍ର ବିବାହ…

ଅନୁଗୁଳ: ଯେଉଁ ସମାଜରେ ଶାଶୂଘର ଲୋକେ ଯୌତୁକ ଦାବି କରି ବୋହୂକୁ ଜୀବନରେ ମାରି ଦେବା ଭଳି ଘଟଣା ନିୟମିତ ଘଟୁଥାଏ ସେଭଳି ଏକ ସମାଜକୁ ତାଳଚେର ବ୍ଲକ୍ ଗୋବରା ଗ୍ରାମର ପ୍ରତିମା ବେହେରା ଭଳି ନାରୀ ଦିଗ୍‌ଦର୍ଶନ ଦେଖାଇଛନ୍ତି। ପୁଅ ମୃତ୍ୟୁର ଦୁଇ ମାସ ନ ବିତୁଣୁ ନିଜେ ବୋହୂର ମା’ ସାଜି ବୋହୂକୁ ବିବାହ…

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର…

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ ଏହି ମାନ୍ୟତା ଦିଆଯାଇଛି। ୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ ହେଉଛନ୍ତି ରାଣୀ। କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ…

‘ମିଲୋ ନା ତୁମ’ରେ ଦର୍ଶକ…

ଭୁବନେଶ୍ବର : ବଲିଉଡରେ ଅନେକଙ୍କ କିଡ୍ ର ପ୍ରଥମ ସିନେମା ଆସିସାରିଲାଣି ତ ଆଉ କାହାର ଡେବ୍ୟୁ ହେବାକୁ ଯାଉଛି।ଏବେ ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଗୋଟିଏ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି।ଏହି ଗୀତରେ ସେ ସିଙ୍ଗର ଗଜେନ୍ଦ୍ର ବର୍ମାଙ୍କ ସହିତ କାମ…