Odisha Link
Bridging the Missing Links in Odisha

ଆତ୍ମସମର୍ପଣ କଲେ ସିସୋର ମୁଖ୍ୟ

ରାଉରକେଲା: ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଆତ୍ମସମର୍ପଣ କରିଛନ୍ତି। ସେ ରାଉରକେଲା ଏସଡ଼ିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ୨୦୧୩ ମହିସାରେ ରାଉରକେଲା ରଘୁନାଥପଲ୍ଲୀ ଥାନାରେ ୭୫ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ ଦାଶ। ଆତ୍ମସମର୍ପଣ ପରେ ଜାମିନରେ ଯିବାକୁ ହାଇକୋର୍ଟ ଅର୍ଡରରେ ଉଲ୍ଲେଖ ରହିଛି।

Comments are closed.