Odisha Link
Bridging the Missing Links in Odisha
Daily Archives

September 24, 2019

ପୂର୍ତ୍ତ ବିଭାଗରେ ୫-ଟି : ଜାରି ହେଲା…

ଭୁବନେଶ୍ବର: ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି। ପ୍ରସ୍ତାବିତ ଚୁଡାନ୍ତ ନୀତି ଏବେ ପ୍ରସ୍ତୁତ ହେଉଛି। ଏଭିତରେ ବିଭାଗ ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳିନ ବଦଳି ନୀତି ପ୍ରକାଶ ପାଇଛି। ବିଭାଗରେ ସ୍ବଚ୍ଛତା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ବଦଳି ନୀତି କାର୍ଯ୍ୟକାରୀ ହୋଇଛି।…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସିଇଓ ଶ୍ରୀ କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୦୨-ବିଜେପୁର…

ଦାଦା ସାହେବ୍‌ ଫାଲ୍‌କେ ସମ୍ମାନ ପାଇବେ…

ମୁମ୍ବାଇ: ବଲିୁଉଡ ଜଗତର ବାଦ୍‌ଶାହା ତଥା ସମସ୍ତଙ୍କ ପ୍ରିୟ ବିଗ୍‌ ବି ସୁପରଷ୍ଟାର ଅଭିନତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ…

ରାଜ୍ୟପାଳଙ୍କ ଦ୍ୱାରା କବି ଅସୀମା…

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାରସ୍ୱତ ସର୍ଜନାର ଉତ୍ସ ଓ ଆଦର୍ଶ । ଶ୍ରୀଜଗନ୍ନାଥ ଚେତନାର ଦିଗ ଓ ଆବେଗର ବ୍ୟାପକତା ରହିଛି, ଯାହା ଯୁଗେ ଯୁଗେ କବିମାନଙ୍କୁ ଆକର୍ଷିତ କରିଆସିଛି । ମଣିଷ, ପ୍ରକୃତି, ଈଶ୍ୱର ଓ ବିଜ୍ଞାନ ଆମର ଚିନ୍ତା ଓ ଭାବନାକୁ ଆନ୍ଦୋଳିତ କରିଛି ଏବଂ ଏହା ଆମର ଦୃଷ୍ଟିର…

ଭୂକମ୍ପରେ ଦୋହଲିଲା ପିଓକେ, ୫ମୃତ ୫୦ ଆହତ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭାରତ ଓ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଝଟକାରେ ଦୋହଲିଛି ପାକିସ୍ତାନ ଅଧିକୃତ କଶ୍ମୀର। ଭୂମିକମ୍ପରେ ପିଓକେରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିସହିତ ଭୂକମ୍ପ ପାକ୍‌ ଅଧିକୃତ କଶ୍ମୀରରେ ବହୁ…

ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ଆଜି ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସୁରେନ ମୁଣ୍ଡାଙ୍କ ପତ୍ନୀ ଜଏମିନି ମୁଣ୍ଡା ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଜଏମିନି ବିଲକୁ କାମ କରିବା ପାଇଁ ଯାଇଥିଲେ। ସେଠାରୁ…

ପିଆଜ ଦର ଖୁବଶୀଘ୍ର କମିବ: କେନ୍ଦ୍ର…

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ। ଯାହାକୁ ନେଇ ଖାଉଟି ଚିନ୍ତାରେ ରହିଛନ୍ତି। ଦେଶର ସ୍ଥାନେ ସ୍ଥାନେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କାରେ ପହଞ୍ଚିଲାଣି। ଏହି ସମୟରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ସାମାନ୍ୟ ଆଶ୍ବସ୍ତି ଦେଇଛି ଗ୍ରାହକ ମାନଙ୍କୁ। ଏହି ସ୍ଥିତି ଉପରେ ସରକାର ନଜର…

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମିଳିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…

ଗଞ୍ଜେଇ ଟାଣିବାକୁ ନଦେବାରୁ ଦେହରେ ନିଆଁ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ସିପିପି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଟାଣିବାକୁ ନଦେବାରୁ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଯୁବକ ଜଣଙ୍କ ହେଲେ ଅନୁଗୁଳ ଜିଲାର ଅଙ୍ଗାରବନ୍ଧ ଗାଁର ମୁନା ଗୋଛାୟତ। ମିଳିଥିବା ସୂଚନା ଅନୁଯାୟୀ, ମୁନା ସବୁବେଳେ ଗଞ୍ଜେଇ ଟାଣେ।…

ଇସ୍ତଫା ଦେଲେ ତ୍ରିପୁରା କଂଗ୍ରେସ ମୁଖ୍ୟ,…

ନୂଆଦିଲ୍ଲୀ: ତ୍ରିପୁରା କଂଗ୍ରେସ ମୁଖ୍ୟ ପଦ ଓ ଦଳରୁ ଇସ୍ତଫା ଦେଲେ ପ୍ରଦ୍ୟେତ ଦେବ ବରମନ। ସେ ଆଜି ଇସ୍ତଫା ଦେଇଛନ୍ତି। ଯାହାଫଳରେ ଉତ୍ତର ପୂର୍ବରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସ ତାଙ୍କୁ ଦୁର୍ନୀତି ଗ୍ରସ୍ତଙ୍କ ସହ ବୁଝାମଣା କରି କାର୍ଯ୍ୟ କରିବାକୁ କହୁଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।…