Odisha Link
Bridging the Missing Links in Odisha
Daily Archives

September 24, 2019

ସ୍ପେଶାଲ କ୍ରାଇମ୍ ୟୁନିଟ ଗଠନ ପାଇଁ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନିଶା କାରବାର ଓ ଅପରାଧିକ ମାମଲା ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କମିଶନରେଟ ପୁଲିସ ଏକ ସ୍ପେଶାଲ କ୍ରାଇମ ୟୁନିଟ ଗଠନ କରାଯିବ। ଏନେଇ କମିଶନରେଟ ପୁଲିସ ଆଜି ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ କମିଶନରେଟ ପୁଲିସ…

ପୁଣି ଥରେ ଚର୍ଚ୍ଚାରେ ହାର୍ଦ୍ଦିକ୍‌…

ମୁମ୍ୱାଇ: ଅଲ୍‌ରାଉଣ୍ଡର କ୍ରିକେଟ୍‌ର ହାର୍ଦ୍ଦିକ୍‌ ପାଣ୍ଡ୍ୟା କ୍ରିକେଟ୍ ରେ ଧମାଲ କରିବା ସହିତ ,ସୋସିୟାଲ ମିଡିଆରେ ମଧ୍ୟ ଆକ୍ଟିଭ୍ ଥାଆନ୍ତି ।ହାର୍ଦ୍ଦିକ୍‌ ପାଣ୍ଡ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର୍‌  କରିଥିଲେ। ସେ କିପରି ଜୀବନରେ ସଂଘର୍ଷ କରୁଥିଲେ ତାହା ସେ ହି ଫଟୋରୁ ଜଣା…

ଉତ୍ତର ଭାରତରେ ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭାରତ ଓ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଝଟକାରେ ଦୋହଲିଛି ଉତ୍ତର ଭାରତ। ଭୂମିକମ୍ପର ଝଟକା ଏତେ ଥିଲା ଯେ ଲୋକେ ଭୟଭୀତ ହୋଇ ନିଜ ଘରୁ ବାହାରି ଆସିଛନ୍ତି। ହେଲେ କୌଣସି କ୍ଷୟକ୍ଷତି ବାବଦରେ ଏଯାଏ ସୂଚନା ମିଳିନାହିଁ।…

ସ୍କୁଲ ହତାରୁ ଉଦ୍ଧାର ହେଲା କୁମ୍ଭୀର

ବୌଦ୍ଧ: ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ଉଦ୍ଧାର ହୋଇଛି। ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବହିରା ଗାଁରେ। ସ୍କୁଲର ପଛପଟରେ ଥିବା ନାଳରେ କୁମ୍ଭୀରଟି ବୁଲିଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କିତ ହୋଇପଡ଼ିଥିଲେ। ହେଲେ ୧୭ ଦିନ…

ଶ୍ରୀଲଙ୍କା କ୍ରିକେଟ୍ ଟିମର ପାକିସ୍ତାନ…

କଲମ୍ବୋ: ପାକିସ୍ତାନ ଗସ୍ତ କଲା ଶ୍ରୀଲଙ୍କା ଟିମ୍। ଅଧିକାଂଶ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ସୁରକ୍ଷା ଚନ୍ତା ସତ୍ତ୍ୱେ ମଙ୍ଗଳବାର ପାକିସ୍ତାନ ଗସ୍ତ କରିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସତ୍ତ୍ୱେ ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ ତା’ର ଟିମକୁ ପାକିସ୍ତାନର ସୁରକ୍ଷା…

ନକ୍ସଲଙ୍କ ଉପରେ ମାନ୍ଦାବସ୍ଥାର ପ୍ରଭାବ:…

ମାଲକାନଗିରି: ମାଓ ସଂଗଠନ ଉପରେ ମାନ୍ଦାବସ୍ଥାର ପ୍ରଭାବ। ଟଙ୍କା ଅଭାବ ଯୋଗୁଁ ଦୈନନ୍ଦିନ ସାମଗ୍ରୀ ବି କିଣିପାରୁ ନାହାନ୍ତି। ତେଣୁ ଟଙ୍କା ଯୋଗାଡ଼ କରିବାକୁ ଯୋଜନା କରୁଛନ୍ତି। ଦାଦାବଟି ସାଙ୍ଗକୁ ଅନ୍ୟାନ୍ୟ ସୂତ୍ରରୁ ଟଙ୍କା କିଭଳି ମିଳିବ ସେଥିପାଇଁ ଘୂରି ବୁଲୁଛନ୍ତି। ମାଓ କ୍ୟାମ୍ପରୁ ଜଣେ ବଣ୍ଡା…

ମୋ ସରକାର ପୂର୍ବରୁ ଅଭିଯୋଗକାରୀଙ୍କୁ…

ଭୁବନେଶ୍ବର: ଅକ୍ଟୋବର ୨ରୁ ଜକଚୡଜଲ ଆରମ୍ଭ ହେବ ମୋ ସରକାର ଯୋଜନା। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଆଜି ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଅଭିଯୋଗକାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଅଭିଯୋଗକାରୀଙ୍କୁ ଫୋନ କରି ଥାନାର ଅଭିଜ୍ଞତା, ପୁଲିସର ବ୍ୟବହାର ସମ୍ପର୍କରେ ପଚାରିଥିଲେ। ଏଥିସହିତ…

ବିଜେପୁର ଲଢେଇ ପାଇଁ କଂଗ୍ରେସର ପ୍ରାର୍ଥୀ…

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର କସରତ। ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି। ଆଲୋଚନା ପରେ ଏଆଇସିସିକୁ ପଠାଯିବ ଆଶାୟୀ ପ୍ରାର୍ଥୀଙ୍କ ନାଁ। ଏଆଇସିସିଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ।…

ପାଣିରେ ଶିଶୁକୁ ଜନ୍ମ ଦେଲେ ଏହି…

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ବ୍ରୁନା ଅବଦୁଲ୍ଲା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀମାନେ ସନ୍ତାନ ପ୍ରସବ ପାଇଁ ବଡ଼ ବଡ଼ ହସ୍ପିଟାଲକୁ ଯାଇଥାନ୍ତି କିନ୍ତୁ ବ୍ରୁନା ପାଣି ଭିତରେ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି।ସେ ତାଙ୍କ ଝିଅ ସହିତ ଏକ ଫଟୋ କୁ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି।…

ବାରିପଦାରେ ବିଜେଡି ସଭା ବର୍ଜନ କଲେ…

ବାରିପଦା: ଗତକାଲି ବାରିପଦାରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୟୂରମଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ବାରିପଦା ନିର୍ବାଚନମଣ୍ଡଳୀରେ ଦାୟିତ୍ବରେ ଥିବା ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ। ଏହି…