Odisha Link
Bridging the Missing Links in Odisha

ମୋ ସରକାର ପୂର୍ବରୁ ଅଭିଯୋଗକାରୀଙ୍କୁ ଡିଜିଙ୍କ ଫୋନକଲ

ଭୁବନେଶ୍ବର: ଅକ୍ଟୋବର ୨ରୁ ଜକଚୡଜଲ ଆରମ୍ଭ ହେବ ମୋ ସରକାର ଯୋଜନା। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଆଜି ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଅଭିଯୋଗକାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଅଭିଯୋଗକାରୀଙ୍କୁ ଫୋନ କରି ଥାନାର ଅଭିଜ୍ଞତା, ପୁଲିସର ବ୍ୟବହାର ସମ୍ପର୍କରେ ପଚାରିଥିଲେ। ଏଥିସହିତ ଅଭିଯୋଗକାରୀଙ୍କ ଫିଡବ୍ୟାକ ନେଇଥିଲେ ପୁଲିସ୍‌ ଡିଜି। ମୋଟ ୮ଟି ପାରାମିଟର ନେଇ ଅଭିଯୋଗକାରଙ୍କୁ ପ୍ରଶ୍ନ କରିଥିଲେ ଡିଜି। ଏବଂ ଫିଡବ୍ୟାକ୍‌ ନେଇ କେତେ ନମ୍ବର ଦେବେ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ଶର୍ମା।

ଏହାପୂର୍ବରୁ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅଭିଯୋଗକାରୀଙ୍କୁ ଫୋନ କରି ଫିଡ଼ବ୍ୟାକ୍‌ ନେଇଥିଲେ।

Comments are closed.