Odisha Link
Bridging the Missing Links in Odisha

ରାଜ୍ୟସଭା ଟିକେଟ୍‌ ମୋର!

ଭୁବନେଶ୍ବର: ବହୁ ଦିନର ବ୍ୟବଧାନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ରାଜ୍ୟସଭା କଥା ଉଠାଇଛନ୍ତି ପ୍ରସନ୍ନ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଦେଇଛନ୍ତି ରାଜ୍ୟସଭା ଜବାବ। ରାଜ୍ୟସଭା ପଠାଇବାକୁ ମୁଖ୍ୟମନ୍ତ୍ରୀ ମୋତେ ଜବାବ ଦେଇଛନ୍ତି। ନବୀନ ଯାହା କହନ୍ତି, ତାହା କରନ୍ତି ବୋଲି ତ ମୁଁ ରହିଛି କହିଲେ ପାଟ୍ଟଶାଣୀ।

Comments are closed.