Odisha Link
Bridging the Missing Links in Odisha
Browsing Tag

RAJYA SABHA

କଟିଲା ୭ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍,…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ରାଜ୍ୟଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ୫୬ଟି ରାଜ୍ୟସଭା ଆସନ ପାଇଁ ବିଜେପି ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଉ ସବୁଠୁ ବଡ଼କଥା ହେଲା ରାଜ୍ୟସଭା ସାଂସଦ ଥିବା ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ…

ଚଳିତ ଅଧିବେଶନରୁ ଟିଏମ୍‌ ସାଂସଦ ଶାନ୍ତନୁ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରୁ ଟିଏମ୍‌ ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ। ଶାନ୍ତନୁଙ୍କୁ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ଗୁଡ଼ିକରୁ ନିଲମ୍ୱିତ କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ଶୁକ୍ରବାର ରାଜ୍ୟସଭା କାର୍ଯ୍ୟ ଆରମ୍ଭରୁ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା…

ରାଜ୍ୟସଭାରୁ ବିଦାୟ ନେଲେ ଗୁଲାମ ନବୀ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ। ଏଥିପାଇଁ ଗୃହରେ ଦିଆଯାଉଛି ବିଦାୟୀ ଭାଷଣ। ଗୁଲାବ ନବୀ ଆଜାଦ, ସାମସେର ସିଂହ, ମିର ମହମ୍ମଦ ଫୟାଜ ଓ ନଦୀର ଅହମ୍ମଦଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସେମାନଙ୍କୁ ବିଦାୟକାଳୀନ ସମ୍ବଦ୍ଧ୍ୱର୍ନା…

ସାଂସଦଙ୍କୁ ରାଜ୍ୟସଭାର ବିଦାୟ…

ନୂଆଦିଲ୍ଲୀ: ଅବସର ନେଉଥିବା ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ସଭାରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଜେପିର ନିରଜ ଶେଖର ଓ ଅରୁଣ ସିଂ, ସମାଜବାଦୀ ପାର୍ଟିର ପ୍ରଫେସର ରାମଗୋପାଳ ଯାଦବ ଓ ଜାଭେଦ ଅଲ୍ଲୀ ଖାଁ, କଂଗ୍ରେସର ରାଜ ବବର୍‍ ଓ…

ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ । କୃଷି ବିଲ୍ ଆଲୋଚନାରେ ହଙ୍ଗାମା କରିଥିବାରୁ ୮ ସାଂସଦଙ୍କୁ ନିଲମ୍ବିତ କାରାଯାଇଛି । ଆପ ସାଂସଦ ସଂଜୟ ସିଂ, ସାଂସଦ ନଜୀର ହୁସେନ, ଡୋଲା ସେନ, ରାଜୀବ ସାଟବ, କେକେ ରାଗେଶ, ରିପୁନ ବୋରା ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ କଲେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ…

ବିଜେଡିର ଏଣ୍ଡୁ୍ଅ ଅବତାର: କୃଷି ବିଲ୍‌କୁ…

ଭୁବନେଶ୍ବର: କୃଷି ବିଲ୍‌ ବାବଦରେ ପୁଣି ରଙ୍ଗ ବଦଳାଇଛି ବିଜୁ ଜନତା ଦଳ (ବିଜେଡି)। କେନ୍ଦ୍ର ସରକାରଙ୍କ ଦ୍ବାରା ଆହୁତ ଏହି ବିଲ୍‌କୁ ବିଜେଡି ପୂର୍ବରୁ ଲୋକସଭାରେ ପୂର୍ଣ୍ଣ ସମର୍ଥନ ଦେଇଥିବା ବେଳେ ଆଜି ରାଜ୍ୟସଭାରେ ବିରୋଧ କରିଛି। ବିଜେଡିର ଏଭଳି ଦ୍ବେତ ଅବତାର ପଛରେ ଏହାର ଆଭିମୁଖ୍ୟ କ'ଣ ତାହା ସ୍ପଷ୍ଟ…

ରାଜ୍ୟସଭାରେ କୃଷି ବିଲ୍କୁ ବିଜେଡିର…

ଭୁବନେଶ୍ୱର: ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି କୃଷି ବିଲ୍। ଏହି କୃଷି ବିଲ୍କୁ ବିରୋଧ କରିଛି ବିଜେଡି। ରାଜ୍ୟସଭାରେ ବିଲ୍ ସମ୍ପର୍କରେ ହେଉଥିବା ଆଲୋଚନା ଭାଗ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରିଛନ୍ତି। ବିଲ୍‌ରେ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା…

ଓଡ଼ିଶା ପାଇଁ ଗର୍ବର ଦିନ: ୨୦ ବର୍ଷ ପରେ…

ନୂଆଦିଲ୍ଲୀ: ଆଜି ଓଡ଼ିଶା ପାଇଁ ଗର୍ବର ଦିନ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ସଭାପତିତ୍ବ କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅର୍ଡିନାନ୍ସ, ୨୦୨୦ ବିଲ୍ ଉପରେ…

୨୦୨୧ ପ୍ରାରମ୍ଭରେ ଭାରତରେ କରୋନା ଟିକା…

ନୂଆଦିଲ୍ଲୀ: ୨୦୨୧ ପ୍ରାରମ୍ଭରେ ଭାରତରେ କରୋନା ଟିକା ମିଳିବା ନେଇ ଆଶା। ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।କରୋନା ଟିକା ମିଳବା ନେଇ ଏକ ସୁବିସ୍ତୁତ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଏକ ବିଶେଷଜ୍ଞ କମିଟି ଟିକା ସମ୍ପର୍କରେ…

ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ

ନୂଆଦିଲ୍ଲୀ : ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ ସରକାର। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ପାଇଁ ନୀତୀଶ, ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି। ଚଳିତ ରାଜ୍ୟସଭା ଅଧିବେଶନ ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେଉଛି। ଉପାଧ୍ୟକ୍ଷ ଦାୟିତ୍ୱରେ…