Odisha Link
Bridging the Missing Links in Odisha
Browsing Tag

RAJYA SABHA

ସେପ୍ଟମ୍ବର ୨ୟ ସପ୍ତାହରେ ସଂସଦ…

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ରେ ଖୁବଶୀଘ୍ର ଆରମ୍ଭ ହେବ ସଂସଦ ଅଧିବେଶନ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଅଧିବେଶନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବା ୧୦ ତାରିଖରୁ ଆରମ୍ଭ ହୋଇପାରେ। ଏହି ଅଧିବେଶନ ଚାରି ସପ୍ତାହର ହୋଇପାରେ ଗୋଟିଏ ଦିନ ଲୋକସଭା ଅଧିବେଶନ ଚାଲିବ ଏବଂ ଅନ୍ୟ…

ରାଜ୍ୟସଭା: ଶପଥ ନେଲେ ନବନିର୍ବାଚିତ…

ନୂଆଦିଲ୍ଲୀ: କରୋନା କାଳରେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିନ ରାଜ୍ୟସଭା ସାଂସଦ। ଆଜି ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନିର୍ବାଚିତ ସଦସ୍ୟଙ୍କର ଶପଥ ପାଠ କରାଇଛନ୍ତି। ଆଜି ଶପଥ ନେଉଥିବା ସଦସ୍ୟଙ୍କ ମଧ୍ୟରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ…

ଜୁଲାଇ ୨୨ରେ ନବନିର୍ବାଚିତ ରାଜ୍ୟସଭା…

ନୂଆଦିଲ୍ଲୀ: କରୋନା କାଳରେ ସରି ଯାଇଛି ରାଜ୍ୟସଭା ନିର୍ବାଚନ। ଏସବୁ ମଧ୍ୟରେ ରାଜ୍ୟସଭାର ୬୧ ଜଣ ସଦସ୍ୟ ଆସନ୍ତା ୨୨ ତାରିଖରେ ଶପଥ ପାଠ କରିବେ ବୋଲି ସୂଚନା ରହିଛି। ଏହି ତାଲିକାରୋ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ…

କରୋନା: ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ। ମାର୍ଚ୍ଚ ୨୬ ତାରିଖ ଗୁରୁବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ରହିଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଦିଲ୍ଲୀ ଏବଂ ପ୍ରାୟ ସମସ୍ତ ରାଜ୍ୟ ବର୍ତ୍ତମାନ ଲକ୍‌ଡାଉନ୍‌ରେ ରହିଥିବାରୁ ଏହି…

କରୋନା: ସଂସଦ ଯିବେନି ଶିବସେନା ସାଂସଦ,…

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଦେଶର ୨୨ଟି ରାଜ୍ୟରେ ୩୯୭ ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ…

ରାଜ୍ୟସଭା: ରଙ୍ଗେଇଲୁଣ୍ଡା ପ୍ରସଙ୍ଗ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବ୍ରହ୍ମପୁରର ବିକାଶ ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡାରେ ଥିବା ଏୟାର ଷ୍ଟ୍ରିପର ବିକାଶ ପ୍ରସଙ୍ଗ ଉଠାଇଛନ୍ତି। ରଙ୍ଗେଇଲୁଣ୍ଡାରେ ଥିବା ଏୟାରଷ୍ଟ୍ରିପକୁ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ରେ କରାଯାଇଥିବା ପରି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ପରିଣତ କରିବାକୁ…

ବିରୋଧୀ ମୋତେ ଖୁବଶୀଘ୍ର ସ୍ବାଗତ କରିବେ :…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ରାଜ୍ୟସଭା ସଦସ୍ୟ ଭାବେ ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶ୍ରୀ ଗୋଗେଇଙ୍କୁ ଶପଥ ପାଠ କରାଇଥିଲେ। ହେଲେ ଗୋଗେଇଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ଓ ବିରୋଧୀ ସାଂସଦ ସେମ୍‌ ସେମ୍‌ ନାରା ଲଗାଇ…

ରାଜ୍ୟସଭା: ଶପଥ ନେଲେ ରଞ୍ଜନ ଗୋଗେଇ, ଗୃହ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ରାଜ୍ୟସଭା ସଦସ୍ୟ ଭାବେ ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶ୍ରୀ ଗୋଗେଇଙ୍କୁ ଶପଥ ପାଠ କରାଇଥିଲେ। ରଞ୍ଜନ ଗୋଗେଇଙ୍କ ଶପଥ ଗ୍ରହଣକୁ ବିରୋଧ କରି କଂଗ୍ରେସ ସଦସ୍ୟ ଗୃହ ତ୍ୟାଗ କରିଥିଲେ।…

ରାଜ୍ୟସଭା: ଆଜି ଶପଥ ନେବେ ରଂଜନ ଗୋଗୋଇ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟସଭା ସାଂସଦ ରୂପେ ଶପଥ ନେବେ ସୁପ୍ରମିକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ। ଏଥିପାଇଁ ସେ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ। ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗତ ସୋମବାର ରାଜ୍ୟସଭାକୁ ମନୋନୀତ…

ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ବନ୍ଦରେ ଗଲେ…

ଭୁବନେଶ୍ୱର: ରାଜ୍ୟସଭା ଗଲେ ବିଜୁ ଜନତା ଦଳର ୪ ରାଜ୍ୟସଭା ପ୍ରାର୍ଥୀ। ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୪ ପ୍ରାର୍ଥୀ ମୁନ୍ନା ଖାଁ, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ସିଂ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।…