Odisha Link
Bridging the Missing Links in Odisha
Browsing Tag

RAJYA SABHA

ରାଜ୍ୟସଭାରେ ଶପଥ ନେବାପରେ ବିସ୍ତୃତ…

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ସଂସଦର ଉଚ୍ଚତମ ସଦନ ରାଜ୍ୟସଭା ଗୃହକୁ ମନୋନୀତ କରିଥିଲେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ…

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଂଜନ…

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଂସଦ ସଦସ୍ୟ କିମ୍ବା ଅନ୍ୟ ରାଜନୈତିକ…

ରାଜ୍ୟସଭା ନାମାଙ୍କନ ଭରିଲେ ଦିଗବିଜୟ…

ଭୋପାଲ: ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାମିଲ ଓ ୨୨ କଂଗ୍ରେସ ନେତାଙ୍କ ଇସ୍ତଫା କମଲନାଥଙ୍କ ସରକାରକୁ ସଙ୍କଟରେ ପକାଇଛି। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…

ରାଜ୍ୟସଭା: ସିନ୍ଧିଆଙ୍କୁ ଟିକେଟ ଦେଲା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ଘଣ୍ଟାଏ ନପୂରୁଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁରସ୍କାର ଦେଲା ବିଜେପି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ…

ରାଜ୍ୟସଭା ସଦସ୍ୟ ଭାବେ ଏହି କୁକୁରକୁ…

ଭୁବନେଶ୍ବର: ରାଜ୍ୟସଭାରେ କାର୍ଯ୍ୟକାଳ ପୂରଣ ହୋଇଥିବା ଆସନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ପ୍ରାର୍ଥୀ ଘୋଷଣା ଜାରି ରହିଥିବା ବେଳେ ଏକ ମଜାଦାର ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ପୂର୍ବତନ ଲୋକସଭା ସାଂସଦ ତଥା 'ଧରିତ୍ରୀ' ସଂପାଦକ ତଥାଗତ ସତପଥୀ। ଆଜି…

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା…

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ୪ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛି ବିଜେଡି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ବିଜେଡିର ୩ ପ୍ରାର୍ଥୀ ରାଜ୍ୟସଭା ଯିବା ଏକପ୍ରକାର…

ରାଜ୍ୟସଭା ନିର୍ବାଚନ: ଆଜିଠୁ ନାମାଙ୍କନ…

ଭୁବନେଶ୍ବର: ଆଜି ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି। ଓଡ଼ିଶାର ୪ଟି ଆସନ ଖାଲି ପଡୁଛି। ଏହି ସବୁ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ। ସେହିପରି ୧୬ରେ ଯାଞ୍ଚ ଓ…

ଦିଲ୍ଲୀ ହିଂସା: ସଂସଦରେ ବିରୋଧୀଙ୍କ…

ନୂଆଦିଲ୍ଲୀ: ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟର ଆଜି ହେଉଛି ୨ୟ ଦିନ। ଦିଲ୍ଲୀ ହିଂସାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧିଙ୍କ ହଟ୍ଟଗୋଳ। ଫଳରେ ଉପରାଷ୍ଟ୍ରପତି ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ରଖିଛନ୍ତି। ସେହିପରି ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ୧୨ଟା ଯାଏ ମୁଲତବୀ ଘୋଷଣା…

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ, ଜୁନ୍‌ ଏବଂ ନଭେମ୍ବରରେ ରାଜ୍ୟସଭାରେ ମୋଟ୍‌ ୬୯ଟି ଆସନ ଖାଲି ହେବ। ହେଲେ ୫୧ରୁ ଅଧିକ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର…

୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ…

ନୂଆଦିଲ୍ଲୀ: ୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ ରହିଛନ୍ତି।…