ବ୍ୟାଙ୍କ ସହ ଜଡିତ ସମସ୍ତ କାମ ସାରି…
ଭୁବନେଶ୍ବର: ଆଉ ୧୪ ଦିନ ରହିଲା ଅକ୍ଟୋବର ମାସ ଶେଷ ହେବାକୁ । ଏହି ୧୪ଦିନ ମଧ୍ୟରେ କିଛି ଦିନ ରହିଛି ଯେବେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।୩୧ ଅକ୍ଟୋବର ପୂର୍ବରୁ ବିଭିନ୍ନ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ସମୟ ଥାଉ ଥାଉ ବ୍ୟାଙ୍କ ସହ ଜଡିତ ସମସ୍ତ କାମ ସାରି ଦିଅନ୍ତୁ। ଓ ବିଭିନ୍ନ…