Odisha Link
Bridging the Missing Links in Odisha
Daily Archives

October 17, 2019

ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି…

ଭୁବନେଶ୍ବର: ନୂଆପଡ଼ା ଆମ ରାଜ୍ୟର ଏକ ଜିଲ୍ଲା। ଆମ ରାଜ୍ୟରେ ବର୍ତ୍ତମାନ ୨ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଛି। ଗୋଟିଏ ରାଜଧାନୀ ଭୁବନେଶ୍ବରରେ ଆଉ ଏକ ଝାରସୁଗୁଡ଼ାରେ। ହେଲେ ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ଏକଥା ଆମେ କହୁନୁ, https://nuapada.nic.in/how-to-reach/…

ବିଜେପୁରରେ ରାଜନୈତିକ ହିଂସା ପ୍ରସଙ୍ଗରେ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଏହା ପୂର୍ବରୁ ଗତ ନିର୍ବାଚନ ଭଳି ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି । ଶାସକ ବିଜେଡି ସେଠାରେ ହିଂସା ଭିଆଇ ଭୋଟ ହାତେଇବା ପାଇଁ ଯୋଜନା କରିଛି । ଗତ ୨ ଦିନ ତଳେ ସ୍ୱଚ୍ଛ ଭାରତ…

ସ୍କୁଲରେ ଡାଳ ପଡି ଛାତ୍ର ମୃତ

ଖୋର୍ଦ୍ଧା :ନିରାକାର କ୍ଷେତ୍ରବାସୀ ନୋଡାଲ ହାଇସ୍କୁଲରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଗଛ ଡାଳ ପଡି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଜଣକ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲେ ଓ ନାଁ ରୀତେଶ ପ୍ରଧାନ । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲ ନେବା ସମୟରେ ମୃତ୍ୟୁ ଘଟିଥିଲା । ବାତ୍ୟା ଫୋନି…

ଯୁଗ୍ମ-ଅଯୁଗ୍ମ ନିୟମରୁ କେଉଁ ଗାଡ଼ି ବାଦ…

ନୂଆଦିଲ୍ଲୀ: ବର୍ଦ୍ଧିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ୪ ତାରିଖରୁ ୧୫ ତାରିଖ ଯାଏ ରାଜ୍ୟରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବେ। ତେବେ ଏହି ଯଗ୍ମ-ଅଯୁଗ୍ମ ନିମୟରୁ ସ୍କୁଲ ପିଲାଙ୍କୁ ନେଇ ଯିବା ଆସିବା କରୁଥିବା ସମସ୍ତ ଗାଡ଼ି ବାଦ୍‌ ପଡ଼ିବେ। ଗାଡ଼ିଗୁଡ଼ିକ ମଧ୍ୟରେ ସ୍କୁଲ…

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୫ର…

ଭୁବନେଶ୍ୱର :ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୫ର ବୈଠକ ଓଡ଼ିଶା ବିଧାନସଭାର ୫୫ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ତମ ବିଧାନସଭା ସମୟରେ ବିଧାନସଭାରେ ଉ ପସ୍ଥା ପିତ ଉକ୍ତ କମିଟିଙ୍କ ୫ମ ରିେ ପାର୍ଟରେ ସ୍ଥାନିତ…

କେନ୍ଦ୍ରମନ୍ତ୍ରୀ ଚଳାଇଲେ ସାଇକେଲ,…

ପାରାଦୀପ: ପାରାଦୀପ ଗସ୍ତ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମନସୁଖଲାଲ୍‌‍ ମାଣ୍ଡବ୍ୟ। ବନ୍ଦର ନିଷିଦ୍ଧାଞ୍ଚଳ ପରିଦର୍ଶନ କରିବା ସହିତ ସେ ଫିଟ୍‌‍ ଇଣ୍ଡିଆ ସାଇକେଲ୍‌‍ ରାଲିରେ ଯୋଗଦେଇଛନ୍ତି। ଏହି ଅବସରରେ ପାରାଦୀପ ପୋର୍ଟ ଦ୍ୱାରା ନବନିର୍ମିତ କଲ୍ୟାଣ ମଣ୍ଡପ ଲୋକାର୍ପିତ କରିବା ସହିତ…

୧୯ ବର୍ଷ ଧରି କାହା ସରକାର ଥିଲା?

ବିଜେପୁର: ବିଜେପୁର ଉପନିର୍ବାଚନ ଯେତେ ପାଖୁଛି ସେତେ ବୟାନବାଜି ଶୁଣିବାକୁ ମିଳୁଛି। ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି ବିଜେପି ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯାଇଥିଲେ। ସେଠି ପ୍ରଚାର କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଗରଣମାଧ୍ୟମ ପ୍ରତିନିଧୀ ମାନେ ‘ମୋ ସରକାର’କୁ ନେଇ ପ୍ରଶ୍ନ…

ସୁବାସ ସିଂହଙ୍କୁ ପୁନର୍ବାର…

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ   ସୁବାସ ସିଂହଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରେ ପୁନର୍ବାର ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ପୂର୍ବପରି ସିଂହଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା…

ହାତୀଛୁଆ ମୃତଦେହ ଉଦ୍ଧାର

ଭବାନୀପାଟଣା :ଡ୍ୟାମ ନିକଟରୁ ହାତୀଛୁଆ ମୃତଦେହ ଉଦ୍ଧାର କରାଯାଇଛି । ହାତୀଛୁଆ ମୃତଦେହକୁ ଉତ୍ତର ବନ ଖଣ୍ଡ କେର୍କେଟା ଡ୍ୟାମ ନିକଟରୁ ଉଦ୍ଧାର କରାଯାଛି । ହାତୀପଲ ସହ ପାଣି ପିଇବାକୁ ଆସି ବୁଡି ଯାଇଥିବାର ସନ୍ଦେହ କରାଯାଉଛି ।

ରକ୍ଷକ ସାଜିଲା ଭକ୍ଷକ

ବଣାଇ :ଜଣେ ନାବାଳିକା ଯବାନଙ୍କ ନାଁରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି । ବାରମ୍ବର ଦୁଷ୍କର୍ମ କରିବା ସହ ହତ୍ୟାର ଧମକ ମଧ୍ୟ ଦେଇଥିଲେ । ନାବାଳିକା ଜଣକ ପରିବାର ସହ ଲହୁଣୀପଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।