Odisha Link
Bridging the Missing Links in Odisha
Daily Archives

October 18, 2019

ଅକ୍ଟୋବର ୨୦ରୁ ୨ୟ କୋରାପୁଟ ସାହିତ୍ୟ…

କୋରାପୁଟ: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟ ସହର ଠାରୁ ୨୨ କିଲୋମିଟର ଦୂର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ର…

ଝିଅମାନେ ବି ସୈନିକ ସ୍କୁଲରେ ପଢ଼ିପାରିବେ

ନୂଆଦିଲ୍ଲୀ: ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାଇବା ସହ ପାଠ ପଢ଼ିପାରିବେ। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ ନିଜର ନାଁ ଲେଖାଇ ପୁଅମାନଙ୍କ ଭଳି ପାଠ ପଢ଼ିପାରିବେ। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ…

ଷ୍ଟେସନରୁ ଉଦ୍ଧାର ହେଲେ ୫ଜଣ ଶିଶୁ

ଭୁବନେଶ୍ବର : ଷ୍ଟେସନରୁ ୫ଜଣ ଛୋଟପିଲାଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳିକା ଓ ୨ ଜଣ ନାବାଳକ ଅଟନ୍ତି । ଜଣେ ମହିଳା ଦଲାଲଙ୍କୁ ବାଲେଶ୍ବର ରୁ ଚେନ୍ନାଇ ଯିବା ସମୟ ଅଟକ କରାଯାଇଥିଲା ।

ସିନେମା ପ୍ରମୋସନର ନୂଆ ତରିକା

ଭୁବନେଶ୍ବର: ସିନେମା ପ୍ରମୋସନର ନୂଆ ତରିକା ବାହାର କରିଛନ୍ତି ହାଉସଫୁଲ୪ର ଷ୍ଟାର । ସେମାନେ ଟ୍ରେନରେ ସିନେମାର ପ୍ରମୋସନ କରିଥିଲେ । ଏପରି ପ୍ରମୋସନ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରଥମ । ସିନେମା ହାଉସ ଫୁଲ୪ଟି କମେଡି ଭରପୁର ରହିଛି । ୨୬ ଅକ୍ଟୋବର ରେ ସିନେମାଟି ପରଦାକୁ ଆସିବ ।ଏହି ସିନେମାରେ ୬ ଜଣ ଷ୍ଟାର…

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା…

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍‌ ତଳ ବୈତରଣୀ ଗାଁର ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତାଙ୍କ ବ୍ୟାଙ୍କ ଜମାଖାତାରେ ମାସିକ ୧୦ ହଜାର ଟଙ୍କା ହାରରେ ଜୁଲାଇ, ଅଗଷ୍ଟ ଓ ସେପେଫମ୍ବର ମାସର ୩୦ ହଜାର ଟଙ୍କା ପୈଠ କରାଯାଇଛି । ଗତ…

ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର :ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଖୋଲିଥିବା ଏହି ଷ୍ଟଲ୍‌ଗୁଡ଼ିକୁ ମନ୍ତ୍ରୀ…

ଷ୍ଟେଜରେ ଏପରି ଘଟଣା ଘଟିଗଲା ନେହାଙ୍କ ସହ

ଭୁବନେଶ୍ବର :ସୋନି ଟିଭିରେ ପ୍ରସାରିତ ହେଉଥିବା ଅନେକ ରିୟାଲିଟି ସୋ ସମସ୍ତ ଦର୍ଶକଙ୍କ ମନ କିଣି ନେଇଥାଏ । ସେହି ପରି ଏକ ରିୟାଲିଟି ସୋ ରେ ଏପରି ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରି ଦେବ। ସୋର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୋ ଟିରେ ଅଡିସନ ଦବା ପାଇଁ ଅନେକ ପ୍ରତିଯୋଗି ଆସିଥାନ୍ତି ।…

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ…

ବିଜେପୁର: ଜମୁଛି ବିଜେପୁର ପ୍ରଚାର କାର୍ଯ୍ୟ। ଏହାରି ମଧ୍ୟରେ ତିନି ଦଳର ନେତାଙ୍କ ବୟାନବାଜି ସାଜିଛି ମୁଖ୍ୟ ଆର୍କଷଣ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏଭଳି…

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ବାରା…

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡ଼ିଶା ଦୃଷ୍ଟିହୀନ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ଧଳାବାଡ଼ି ସୁରକ୍ଷା ଶୋଭା ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ବିଜେପୁରର ସମସ୍ୟା ନେଇ ଏମିତି କହିଲେ…

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା କାଲି ହେଉଛି ନିର୍ବାଚନୀ ପ୍ରଚାରର ଶେଷ ଦିନ। ଏଥିପାଇଁ ବିଜେପୁରରେ ଜମିଛି ଛାମୁଆ ନେତାଙ୍କ ଭିଡ଼। ତିନି ପ୍ରମୁଖ ଦଳର ହେଭିଓ୍ବେଟ ବିଜେପୁରରେ ଚଲାଇଛନ୍ତି ନିର୍ବାଚନ ପ୍ରଚାର। ତିନି ଦଳ ମଧ୍ୟରେ ବୟାନବାଜି ମଧ୍ୟ ହେଉଛି। ହେଲେ ବିଜେପୁର ସମସ୍ୟାକୁ ନେଇ ମୁହଁ…