Odisha Link
Bridging the Missing Links in Odisha
Daily Archives

October 18, 2019

ମୁଖ୍ୟମନ୍ତ୍ରୀଙ୍କ ଗାଇସିଲଟ୍ ବ୍ଲକରେ ରୋଡ…

ବିଜେପୁର: ବିଜେପୁର ପାଲଟିଛି ନେତାପୁର। ବିଜେପୁରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର। ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦ୍ୱିତୀୟ ଦିନରେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗାଇସିଲଟ ବ୍ଲକ, କେନ୍ଦୁଭଟା ଛକ, ଗୌରିମୁଣ୍ଡା ଛକ, ଗାଇସିଲଟ୍, କେନ୍ଦୁମୁଣ୍ଡା, କଠଉମାଲ,…

ତିନି ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ…

ଭୁବନେଶ୍ବର: କ୍ଷମତାର ଦୁରୂପଯୋଗ କରୁଥିବା ଅଭିଯୋଗରେ ୩ ଜଣ ପୁଲିସ ଅଧିକାରୀଙ୍କୁ ରାଜ୍ୟସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନେ ହେଲେ ଏଏସଆଇ ବୀରବର ଲେଙ୍କା, କିଶୋର ବାଗ ଏବଂ ସବ୍ଇନ୍ସପେକ୍ଟର ବନମାଳୀ ନାୟକ। ଓଡିଶା ସର୍ଭିସ କୋଡ୍, ରୁଲ୍-୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ…

ବିଜେଡି ନେତା ପ୍ରସନ୍ନଙ୍କୁ ଟାର୍ଗେଟ କଲେ…

ବିଜେପୁର: ଆସନ୍ତା ୨୧ରେ ହେବ ବିଜେପୁର ଉପନିର୍ବାଚନ। ସେଥିପାଇଁ ଯୋରଯାର ଚାଲିଛି ପ୍ରଚାର। ଆସନ୍ତାକାଲି ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାରୁ ଆଜି ବିଜେପୁରରେ ତିନି ପ୍ରମୁଖ ଦଳର ହେଭିଓ୍ବେଟ ନେତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ବହୁ ମନ୍ତ୍ରୀ ଏବଂ…

‘ପତି ପତ୍ନୀ ଔର ୱୋ’ର ତିନି…

ମୁମ୍ବଇ : ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଆଗାମୀ ସିନେମା ‘ପତି ପତ୍ନୀ ଔର ୱୋ’ର ମୁଖ୍ୟ କଳାକାରମାନଙ୍କ ପ୍ରଥମ ଲୁକ୍‍ ମଙ୍ଗଳବାର ସାମ୍ନାକୁ ଆସିଛି । ନିଜେ କାର୍ତ୍ତିକ ଟ୍ୱିଟ୍‍ କରି ନିଜର , ଭୂମି ପେଡନେକରଙ୍କର ଓ ଅନନ୍ୟା ପାଣ୍ଡେଙ୍କ ଲୁକ୍‍ ଆନୁଷ୍ଠାନିକ ଭାବେ ରିଲିଜ୍‍ କରିଛନ୍ତି।…

ଷଷ୍ଠ ଶ୍ରେଶୀ ଛାତ୍ରର ଆତ୍ମହତ୍ୟା

ରାଉଲକେଲା: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଘରେ ଭିତରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ତାଙ୍କ ଶବ ଜବତ କରାଯାଇଛି। ବାପା ଓ ମା ବଜାରକୁ ଯାଇଥିବାବେଳେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉଦିତନଗର ଥାନା ବାସନ୍ତୀକଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ର ଜଣକ…

ବଲିଉଡରେ ପାଦ ଥାପିଲେ ନାଗିନ୍‌

ମୁମ୍ୱାଇ: ସିରିୟଲ କୁଇନ ଏକତା କପୁରଙ୍କୁ କିଏବା ନ ଜାଣେ। ତାଙ୍କ ଧାରାବାହିକ 'ନାଗିନ୍‌' ଘରେ ଘରେ ଲୋକ ପ୍ରିୟତା ହାସଲ କରିଛି । ସେହିପରି 'ନାଗିନ୍‌-୩'ରେ 'ବେଲା' ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରୁଛନ୍ତି। ସେ 'ସୋନମ୍‌…

ବିଦ୍ୟୁତ୍ ଆଘାତରେ ଦୁଇ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକମାନେ ସହଦେବ ସାହୁ ଓ ଦେବାନନ୍ଦ ସାହୁ ବୋଲି ଜଣାପଡିଛି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଅରୁପାନନ୍ଦ ସାହୁ ବୋଲି ପରିଚୟ ମିଳିଛି। ବାରାହା ଶିକାର କରିବା ପାଇଁ…

ହସସ୍ପିଟାଲରେ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ୍ ବଚ୍ଚନ ଏବେ ଟିକିଏ ଅସୁସ୍ଥ ହୋଇ ପଡିଛନ୍ତି । ସେ ରୁଟିନ୍ ଚେକ୍ ଅପ୍ ପାଇଁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ବର୍ଷ ହେବ ଅମିତାଭ୍ ପେଟ ଏବଂ ଫୁସଫୁସ୍ ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ଯାହା ଫଳରେ ତାଙ୍କୁ ନିୟମିତ ବ୍ୟବଧାନରେ…

ତାମିଲ ସିନେମାରେ ନଜର ଆସିବେ ଏହି ଦୁଇ…

ନୂଆଦିଲ୍ଲୀ : ଖେଳ ରେ ଯାଦୁ ଦେଖେଇବା ସହ ଏବେ ଅଭିନୟରେ ଯାଦୁ ଦେଖେଇବାକୁ ଯାଉଛନ୍ତି ଏହି ଦୁଇ ଖେଳାଳି । ଭାରତୀୟ ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ ଓ ଅଫସ୍ପିନର୍‌ ହରଭଜନ୍‌ ସିଂହ ଦୁଇଟି ଭିନ୍ନ ଭିନ୍ନ ତାମିଲସିନେମାରେ ନଜର ଆସିବେ । ଇର୍ଫାନ୍‌ ପଠାନ୍‌ ଅଜୟ ଜ୍ଞାନମୁଥୁ ଙ୍କ ନିର୍ଦେଶିତ ସିନେମା ‘ବିକ୍ରମ…

ଚାକିରି ଥିଲା ଆହୁରି ୪ବର୍ଷ, ହେଲେ…

ଭୁବନେଶ୍ବର: ପୁଲିସ୍‌ ବାବୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ଚାକିରି ଆହୁରି ୪ବର୍ଷ ବାକି ଥିବା ସତ୍ତ୍ବେ ପୁଲିସ୍‌ ବାବୁଙ୍କୁ ଦିଆଯାଇଛି ଅବସର। ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ସବ୍ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ନାଁ ବନମାଳି ନାୟକ। ତାଙ୍କର…