Odisha Link
Bridging the Missing Links in Odisha
Daily Archives

October 18, 2019

୯୫% କଲେଜରେ ନାହିଁ ଅଗ୍ନି ନିରାପତ୍ତା…

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନେଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ଗୃହ ବିଭାଗ ଆପତ୍ତି ଉଠାଇବା ସହ କେଉଁ ବର୍ଗର କଲେଜସବୁ…

୨୬ଟି ରେଳଷ୍ଟେସନରେ ଉଡ଼ିବ ଜାତୀୟ ପତାକା,…

ଭୁବ‌ନେଶ୍ବର: ଏଣିକି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଗୁଡ଼ିକରେ ଲାଗିବ ଜାତୀୟ ପତାକା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନଗୁଡ଼ିକରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି।…

ପୁଲିସ୍‌ ଏନ୍‌କାଉଣ୍ଟରରେ ଅପରାଧୀ ଭାଗୁ…

ପୁରୀ: ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ପିପିଲି-ନିମାପଡ଼ା ତାରକାଜ ଛକ ଓଭରବ୍ରିଜ୍‌ରେ ପୁଲିସ୍‌ ଗୁଳିରେ ଭାଗୁ ଆହତ ହୋଇଥିବା ସୂଚନା । ତା’ ବାମ ଗୋଡ଼ରେ ଗୁଳି ବାଜିଛି । ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ…

ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ରାହୁଲ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଘରୋଇ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ସମର୍ଥନ ନୀତି ବିରୋଧରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରାୟତ କମ୍ପାନୀକୁ ତାଙ୍କୁ ‘ସୁଟ ବୁଟ…

ବିଜେପୁର ପ୍ରଚାର ମଇଦାନରେ…

ବରଗଡ଼: ଆସନ୍ତାକାଲି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟ। ଏଥିପାଇଁ ତିନି ପ୍ରମୁଖଦଳ ଚଲାଇଛନ୍ତି ଜୋରଦାର ପ୍ରଚାର। ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପାଇଁ ପ୍ରଚାର କାର୍ଯ୍ୟ କରିଥିଲେ। ଆଜି ମଧ୍ୟ ନବୀନ ପ୍ରଚାର କରିବେ। ସେହିଭଳି ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ…