Odisha Link
Bridging the Missing Links in Odisha

ଶ୍ରୀ ମନ୍ଦିରରେ ଟିକ୍ ଟକ୍

ଭୁବନେଶ୍ବର: ଶ୍ରୀ ମନ୍ଦିରରେ ଫଟୋ ପରେ ପୁଣି ଭାଇରାଲ ଏକ ଭିଡିଓ । ଏପରିକି ଟିକଟକ କବଳରୁ ମୁକ୍ତି ପାଇନି ଶ୍ରୀମନ୍ଦିର। ପ୍ରଥମେ ଏପରି ଘଟଣା ଘଟିଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ସତର୍କ ହୋଇନାହିଁ କି ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଜଣେ ଯୁବତୀ ନିଜ ଟିକ୍ ଟିକ୍ ଆକାଉଣ୍ଟରେ ଭିଡିଓଟିକୁ ପକାଇଛନ୍ତି । ଭିଡିଓଟିରେ ଆନନ୍ଦ ବଜାର ଦୃଶ୍ୟ ଦେଖିବାକୁ ମିଳିଛି । ଭୋଗ ପାଇଁ ଅବଢ଼ା ବୁହାଯିବା ସମୟରେ ଭିଡିଓଟି କରାଯାଇଛି ।

ସୂଚନାଯୋଗ୍ୟ ଭାଇରାଲକୁ ନେଇ ଏଯାଏଁ କୌଣସି ଏତଲା ହୋଇନାହିଁ ।

Comments are closed.