Odisha Link
Bridging the Missing Links in Odisha

ଭଦ୍ରକ ଜିଲ୍ଲାରେ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳ କାଳୀପୂଜା ନିମନ୍ତେ ଭଦ୍ରକ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । କାଳୀପୂଜା ପାଇଁ ଭଦ୍ରକ ପ୍ରସିଦ୍ଧ ଲାଭ କରିଛି । ବହୁତ ଧୁମଧାମରେ ଭଦ୍ରକରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ । ସହରରେ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଆଜି ସବୁ ସରକାରୀ ଅଫିସ ବନ୍ଦ ରହିବ । ଏଥର ଭଦ୍ରକ ସହରରେ ୧୧ଟି କାଳୀ ମେଢ଼ ପ୍ରସ୍ତୁତ ହୋଇଛି ।

Comments are closed.