Odisha Link
Bridging the Missing Links in Odisha
Browsing Tag

Bhadrak

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ମାରିଦେଲା…

ଓଏଲ୍‌ ବ୍ୟୁରୋ: ମତଦାନ ବେଳେ ଅଘଟଣ। ବୁଥ୍‌ ଆଗରେ ପଡ଼ିଲା ରକ୍ତର ଛିଟା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ସ୍ତ୍ରୀଙ୍କ ହତ୍ୟା କଲା ସ୍ବାମୀ। ଭୋଟ୍ ଦେବାକୁ ଯାଇଥିବା ବେଳେ ମହିଳାଙ୍କୁ ବୁଥ୍‌ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା…

ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ୧୪୪ ଧାରା,…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ୨୦୨୪ ମହାଲଢ଼େଇ। ଅନ୍ତିମ ଚରଣ ମତଦାନ ପାଇଁ ଶେଷ ହେଲା ପ୍ରଚାର। ଶନିବାର ପଡ଼ିବ ଭୋଟ। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ।…

ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୭ ଆହତ

ଓଏଲ୍‌ ବ୍ୟୁରୋ: ଭଦ୍ରକ ବୀଣା ପେଟ୍ରୋଲ ପମ୍ପ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ଶୁଭଲକ୍ଷ୍ମୀ ନାମକ ଏହି ବସ୍…

ଦୁର୍ବୁତ୍ତଙ୍କ ଆକ୍ରମଣରେ ଚାଲିଗଲା…

ଓଏଲ୍‌ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଦୁର୍ବୁତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ମୃତ ଯୁବକ ଜଣକ ହେଲେ ଭଦ୍ରକ…

ଶୈବପୀଠରେ ଉନ୍ମୁକ୍ତକାଣ୍ଡ ,…

ଓଏଲ ବ୍ୟୁରୋ: ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠରେ ବିଶୃଙ୍ଖଳା। ପ୍ରସିଦ୍ଧ ବାବା ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରାମାଡ଼ ଘଟଣା। ମନ୍ଦିରରେ ନିୟମ ଉଲ୍ଲଙ୍ଘନ କରାଯାଉଥିବାବେଳେ ଶ୍ରଦ୍ଧାଳୁମାନଙ୍କ ଠାରୁ ବେଆଇନ୍ ଦକ୍ଷିଣା ଆଦାୟ କରାଯାଉଥିଲା। ଏହି ବେଆଇନ୍ ଦକ୍ଷିଣା ଆଦାୟକୁ ବିରୋଧ କରିବାରୁ ଜଣେ…

ଫାଟିଲା ଗ୍ୟାସ ସିଲିଣ୍ଡର: ଜଳିଗଲା ୫ ଘର,…

ଓଏଲ୍‌ ବ୍ୟୁରୋ: ଚାରିଆଡେ ଥିଲା ହସଖୁସିର ମାହୋଲ। କାରଣ ସମସ୍ତେ ପାଳନ କରୁଥିଲେ ରଙ୍ଗର ପର୍ବ ହୋଲି। ହେଲେ ଭଦ୍ରକ ଜିଲ୍ଲା ଅସ୍ତଳ ଛକରୁ ଆସିଛି ଦୁଃଖଦ ଖବର। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଗୁରୁତର…

ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ, ବଞ୍ଚାଇ…

ଭୁବନେଶ୍ବର: ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା। ଶେଷରେ ଆଖି ବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର। ଡାକ୍ତରଙ୍କ ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ। ଶୁକ୍ରବାର ରାତି ୧୦ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି। କୋଭିଡରେ ଆକ୍ରାନ୍ତ…

ଖରସ୍ରୋତା ଆନ୍ଦୋଳନ: ୨୫ ଜଣଙ୍କୁ…

କେନ୍ଦ୍ରାପଡ଼ା: ଗୁରୁବାର ଭଦ୍ରକକୁ ପାଣି ଦେବାକୁ ବିରୋଧ କରି ପୁଲିସ୍‌ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଖରସ୍ରୋତା ଆନ୍ଦୋଳନ ପରେ ୨୫ ଜଣଙ୍କୁ ଉଠାଇନେଇଛି ପୁଲିସ୍। ରୁଣାଡିହରେ ଗତକାଲିର ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ୧୪ ପ୍ଲାଟୁନ…

ବାତ୍ୟା ମୁକାବିଲା: କର୍ତ୍ତବ୍ୟ ସହ ମମତା…

ଭଦ୍ରକ: ସ୍ଥଳଭାଗ ମୁହାଁ ହେଲାଣି ବାତ୍ୟା ୟାସ୍। ବାତ୍ୟା ମୁକାବିଲା ପାଇଁ ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ମହାମାରୀ ବେଳେ ବାତ୍ୟା ମୁକାବିଲା ବଡ ଚାଲେଞ୍ଜ ଥିବା ବେଳେ ଜିରୋ କାଜୁଆଲିଟିକୁ ମନ୍ତ୍ର କରି ମାରାଥନ ପ୍ରସ୍ତୁତି ଚଳାଇଛନ୍ତି…

କୋଭିଡ ୱାର୍ଡରେ ଲାଗିଲା ନିଆଁ

ଭଦ୍ରକ: କୋଭିଡ ୱାର୍ଡରେ ଲାଗିଲା ନିଆଁ। ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମରେ ନିଆଁ ଲାଗିଛି।  ବିଦ୍ୟୁତ ସର୍ଟସର୍କିଟ କାରଣରୁ ଡିଜି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି।  ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।…