Odisha Link
Bridging the Missing Links in Odisha
Browsing Tag

Bhadrak

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ…

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ୧୦ ବଖରା ଘର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର…

ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ, ଝିଅ…

ଭଦ୍ରକ: ଭଦ୍ରକ ବାଣୀତିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ହୁ ହୁ ହୋଇ ଜଳି ଯାଇଛି ଘର। ନିଆଁରେ ଜଳି ମାଆ ମୃତ, ଝିଅ ଗୁରୁତର ହୋଇଛି। ବାହାରି ପାରିଲେନି ମାଆ ଓ ଝିଅ। ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ବାଣୀତିଆ ଗ୍ରାମର ମହଲାସାହିରେ ଘଟିଛି। ଘରଟି ସଂପୂର୍ଣ୍ଣ ଜଳିପୋଡି…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ । ବିକ୍ଷୋଭ ସହ ପ୍ରଧାନମନ୍ତ୍ରୀ, ତୈଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୁଶପୁତ୍ତଳିକା କଲେ ମହିଳା କଂଗ୍ରେସ । ମହିଳା କଂଗ୍ରେସ ଗ୍ୟାସ୍, ଡିଜେଲ ଓ ପେଟ୍ରୋଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ…

୪୦୦ ଲିଟର ମହୁଲି ଜବତ, ୨ ଗିରଫ

ଭଦ୍ରକ : ସ୍ୱିଫ୍ଟ କାରରୁ ୪୦୦ ଲିଟର ମହୁଲି ଜବତ କଲା ଅବକାରୀ ବିଭାଗ। ପେଟ୍ରୋଲିଂ ସମୟରେ ଗାଡି ଅଟକାଇବାରୁ ଚୋରା ଚାଲାଣକାରୀ ଫେରାର ମାରିବାକୁ ଚେଷ୍ଟା କରିଥିଲେ। ଅବକାରୀ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହେବାରେ ସକ୍ଷମ ହୋଇଛି। ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ…

ଧାନକିଣାରେ ଅନିୟମିତତା: ୨ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନକିଣାରେ ଅନିୟମିତତା ଅଭିଯୋଗରେ ୨ ନିଲମ୍ବିତ। ଭଣ୍ଡାରୀପୋଖରୀ ଥାନା ମାଳଦା ସମବାୟ ସମିତିର ୨ ଜଣଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁସାରେ ସମ୍ପାଦକ ମଦନ ସାହୁ ଓ ଡ଼ାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର ଧଳ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କରିଥିବାରୁ…

ଧାନ କିଣା ନଯିବାରୁ ବିଷ ପିଇଲେ ଚାଷୀ

ଭଦ୍ରକ: ଧାନ କିଣା ନଯିବାରୁ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଟୋକନ ଥିବା ସତ୍ୱେ ଏସଏଚଜି ଧାନ ନକିଣିବାରୁ ଚାଷୀ ଜଣକ ଏମିତି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ବନ୍ଧଗାଁ ପଞ୍ଚାୟତର ରାମକୃଷ୍ଣ ପଣ୍ଡା। ବାତ୍ୟା, ବନ୍ୟା ଓ ମରୁଡି ସତ୍ତ୍ୱେ ୨୦୦…

ଶିକାରୀ ଆକ୍ରମଣରେ ବନ କର୍ମଚାରୀ ‌ଆହତ

ବାରିପଦା: ଶିକାରୀ ଆକ୍ରମଣରେ ବନ କର୍ମଚାରୀ ‌ଆହତ। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଆଜି ଶିମିଳିପାଳକୁ ଶିକାର କରିବା ପାଇଁ ଉଦଳାର ଜମୁଡ଼ିହା ଗାଁରୁ ପ୍ରାୟ ୬୦ରୁ ୭୦ ଜଣ ଶିକାରୀ ଯାଇଥିଲେ। ସେଠାରୁ ସେମାନେ ୨ଟା ସମ୍ବର ଶିକାର କରି ଆଣି ନିଜ ଭିତରେ ଭାଗ…

ତଦନ୍ତ ବେଳେ ୨ ଆରପିଏଫଙ୍କୁ ଆକ୍ରମଣ

ଭଦ୍ରକ: ଦିନ ଦିପହରେ ଆରପିଏଫ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଆରପିଏଫ ଯବାନ। ଗୁରୁତର ଅବସ୍ଥାରେ ୨ ଆର ପି ଏଫ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନାଲଚୁଣ୍ଡା ପାଳସପୁରକୁ ବେଆଇନ କୋଇଲା କାରବାର ତଦନ୍ତ ପାଇଁ ୨ ଆରପିଏଫ…

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ଭଦ୍ରକ : ରାଜ୍ୟରେ ଦିନକୁ ଦିନ ଗୋରୁ ବେଆଇନ ଚାଲାଣ ବଢିବାରେ ଲାଗିଛି। ତେବେ ୨୦ରୁ ଉର୍ଦ୍ଧ୍ୱ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ କରାଯାଇଛି । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶ ଯେ, ଭଦ୍ରକରୁ ପିକଅପ୍ ଭ୍ୟାନରେ…

ଭଡ଼ା ଘରେ ଚାଲିଥିଲା ଦେହ ବେପାର: ୪ ମହିଳା…

ଭଦ୍ରକ: ପୁଣିଥରେ ସେକ୍ସ ରାକେଟ ଠାବ କରିଲା ପୁଲିସ। ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ସ୍ଥାନୀୟ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।…