Odisha Link
Bridging the Missing Links in Odisha
Browsing Tag

Bhadrak

ଏସପିଙ୍କ ଘର ଆଗରୁ ଲୁଟ୍

ଭଦ୍ରକ: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ତେବେ ଭଦ୍ରକ ଏସପିଙ୍କ ଘର ଆଗରୁ ଲୁଟେରା ଲୁଟ କରି ଚମ୍ପଟ ମାରିଛନ୍ତି। ପ୍ରକାଶ ଯେ, ଭଦ୍ରକ ଏସପିଙ୍କ ଘ‌ର ସାମ୍ନାରେ ଜୟନ୍ତୀ ମିଶ୍ର ରହନ୍ତି। ଜୟନ୍ତୀଙ୍କ ଘରେ ଲୁଟେରା ପଶି ଘର ଆଲମାରି ଭାଙ୍ଗି ୭ ଲକ୍ଷ୍ୟ ଟଙ୍କାର ସୁନା ଓ ନଗଦ ୭୦ ହଜାର ଟଙ୍କା…

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭଦ୍ରକ: ଦିନକୁ ଦିନ ବଢ଼ିବାରେ ଲାଗିଛି ବ୍ରାଉନସୁଗର କାରବାର। ଆଜି ଭଦ୍ରକ ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବୋଲି ଜଣାପଡିଛି। ରାଣୀତାଲ ଗ୍ରାମାଞ୍ଚଳ ଥାନା ପୋଲିସ୍‌…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ…

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜିଳିଗଲା ୪ ବସ୍ ଓ ଗୋଟିଏ ସ୍କୋର୍ପିଓ। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ, ବସ୍‌ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ,…

ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକଙ୍କ ମୃତ…

ଭଦ୍ରକ : ଅଜଣା ମୃତ ଦେହ ଠାବ। ଏକ ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ । ମୃତ ଦେହ ପାର୍ଶ୍ୟରେ ପଡିଛି ମଦ ଓ ବିଷ ବୋତଲ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି। ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଡାହାଲା ମହନ୍ତ ପୋଲ ନିକଟ ଏକ ଗଛରୁ ଯୁବକଙ୍କ…

ପୁଣି ନକଲି ଜର୍ଦ୍ଦା ଜବତ

ଭଦ୍ରକ : ପୁଣି ଜବତ ହେଲା ବିପୁଳ ପରିମାଣରେ ନକଲି ଜର୍ଦ୍ଦା। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କଲା ପୁଲିସ। ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି । ପ୍ରକାଶ ଅନୁଯାୟୀ ,…

ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା,…

ଭଦ୍ରକ: ମହିଳାଙ୍କ ଗଳା କାଟି ହତ୍ୟା। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ଘଟିଛି। ମୃତକ ଜଣଙ୍କ ହେଲେ ରାଧାରାଣୀ ମହାନ୍ତି। ତାଙ୍କ ବୟସ ୨୭ ବର୍ଷ । ସୂଚନା ଅନୁସାରେ, ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।…

ବାଲି ବସ୍ତାରୁ ବାହାରିଲା ୩୩ଟି ନାଗ…

ଭଦ୍ରକ: ଘର କାମ ପାଇଁ ଆସିଥିବା ବାଲିରୁ ବାହାରିଥିଲା ବସ୍ତା। ଆଉ ସେହି ବସ୍ତା ଖୋଲିବା ବେଳକୁ ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତି। ମୂର୍ତ୍ତି ଦେଖିବା ପରେ ଗାଁରେ ଲୋକେ ଏକାଠି ହୋଇଥିଲେ। ପରେ ଆଧ୍ୟାତ୍ମିକ ପରିବେଶ ଦେଖିବା ପାଇଁ ମିଳିଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଳାଉତି ଗାଁରେ।…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ…

ଭଦ୍ରକ: ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଏହି ଦୁର୍ଘଟଣାଟି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି। ଗୋଟିଏ ଟ୍ରକ ଏସପିଙ୍କ କାରକୁ ପଛ ପଟୁଧକ୍କା ଦେଇଥିବାରୁ ଏହି ଦୁର୍ଘଟଣାଟି ଘଟିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ…

ଅଗ୍ନିକାଣ୍ଡରେ ଜଳିଗଲେ ପରିବାରର ୩ ସଦସ୍ୟ

ଭଦ୍ରକ: ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ତିନି ସଦସ୍ୟ ଆହାତ। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତଳଦପା ଗାଁରେ ଘଟିଛି । ଅଗ୍ନିକାଣ୍ଡରେ ପୋଡି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ପୁଅ ରହିଛନ୍ତି । ସେମାନେ ହେଲେ ଖୁଲନା ମଲ୍ଲିକ, ତାଙ୍କ୬…

୯ ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ…

ଭଦ୍ରକ: କରୋନା ସଂକ୍ରମଣ କାରଣରୁ ୯ ମାସ ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲୁଛି। ଦୀର୍ଘ ୯ ମାସ ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର।ପ୍ରଥମ ୨ଦିନ ସେବାୟତ ପରିବାର ବାବାଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପୂର୍ବରୁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ…