Odisha Link
Bridging the Missing Links in Odisha

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭଦ୍ରକ: ଦିନକୁ ଦିନ ବଢ଼ିବାରେ ଲାଗିଛି ବ୍ରାଉନସୁଗର କାରବାର। ଆଜି ଭଦ୍ରକ ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବୋଲି ଜଣାପଡିଛି। ରାଣୀତାଲ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ବ୍ରାଉନସୁଗର ଜବତ କରିବା ସହ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖିଛନ୍ତି।

Comments are closed.