Odisha Link
Bridging the Missing Links in Odisha
Monthly Archives

February 2021

କନ୍ୟା ଅନ୍ମୋଲ ହୈ ପକ୍ଷରୁ ୪…

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଙ୍ଗଠନ କନ୍ୟା ଅନ୍ମୋଲ ହୈ (କେଏଏଚ୍ ) ପକ୍ଷରୁ ରବିବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଇଶା ବେବର୍ତା, ପ୍ରଖ୍ୟାତ ଲେଖିକା ଡଃ. ମନୋରମା ବିଶ୍ୱାଳ…

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ

ନନ୍ଦପୁର: ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ…

ପ୍ରଧାନମନ୍ତ୍ରୀ ଓଡିଶାର ସିଲୁ ସାର୍‌ଙ୍କୁ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ସହ ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଓଡ଼ିଶା…

ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି…

ପୁରୀ: ବଡ ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ। ଯୁବତୀଜଣଙ୍କ ଚିତ୍କାର କରିବା ପରେ ଆଖିକାନ ବୁଜି ଦୌଡିଲେ ଯୁବକ । ଏହି ଘଟଣାଟି ପୁରୀ ସମୁଦ୍ର ବେଳାରେ ଘଟିଛି। ଏହି ଅଘଟଣଟି ଆଜି ଆଜି ଅପରାହ୍ନ ୪ଟାରେ ଘଟିଛି । ପ୍ରକାଶ ଯେ, ପୁରୀ ହୋଟେଲ୍‌ ସମ୍ମୁଖରେ ସମୁଦ୍ର ସ୍ନାନ କରୁଥିଲେ କିଛି…

ପୁଣି ଏକ ବାୟୋପିକରେ ନଜର ଆସିବେ ଶାହିଦ୍

ମୁମ୍ବାଇ : ବଲିଉଡ଼ ଅଭିନେତା ଶାହିଦ କପୁର ଖୁବ ଶୀଘ୍ର ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ସେ ୩ ବର୍ଷ ପରେ ପୁଣି ଏକ ବାୟୋପିକରେ ନଜର ଆସିବେ। ବାୟୋପିକକୁ ନେଇ ସାଉଥ ସିନେମା ପ୍ରଡକ୍ସନ କମ୍ପାନୀ ଲାୟକା ସହ ଶାହିଦ କପୁରଙ୍କ କଥାବାର୍ତ୍ତା ଚାଲିଛି।ତେବେ ମରାଠା ଗୌରବ ରାଜା ଛତ୍ରପତି ଶିବାଜୀ…

ଖୁସି ଖବର: କରୋନା ମୁକ୍ତ ହେଲା…

ନୂଆଦିଲ୍ଲୀ: ବହୁଦିନ ଧରି ଦେଶରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବା ପରେ ଏବେ ତାହା ପୁଣି ଧୀରେ ଧୀରେ ବୃଦ୍ଧି ହେଉଛି। ଦେଶରେ ୮ ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ମାନଙ୍କ ଠାରୁ କେନ୍ଦ୍ର ସରକାର ପୁଣି କରୋନା କଟକଣା ଜାରି କରିବାକୁ ଚିନ୍ତା କରୁଥିବା…

କରୋନା: ରାଜ୍ୟରେ ୮୭ ନୂଆ ଆକ୍ରାନ୍ତ…

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବା ପରେ ଏବେ ତାହା ପୁଣି ଧୀରେ ଧୀରେ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୧୯୧ରେ ପହଞ୍ଚିଛି । ଏନେଇ ରାଜ୍ୟ…

ମନ କୀ ବାତ କାର୍ଯ୍ୟକ୍ରମ: ଓଡ଼ିଆ…

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ୱିତୀୟ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତ ପ୍ରଧାନମନ୍ତ୍ରୀ ମୋଦି। ଏହା ସହିତ ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ମୋଦି ପ୍ରଶଂସା କରିଛନ୍ତି। ସେନାରେ…

ପ୍ରେମିକ ବିବାହର ଖବର ଶୁଣି ବିଷ ପିଇଲେ…

ଭୁବନେଶ୍ୱର: ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବାର ସୂଚନା ମିଳିଛି। ଏହି ଯୁବତୀଜଣକ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା। ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସୋମାଣା…

ମନ କୀ ବାତ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣ…

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ୱିତୀୟ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତ ପ୍ରଧାନମନ୍ତ୍ରୀ ମୋଦି। ମାସିକ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ କରନ୍ତୁ। ଜଳ ସଂରକ୍ଷଣ…