Odisha Link
Bridging the Missing Links in Odisha
Monthly Archives

February 2021

ବସ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର

କଟକ: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଆଜି ସକାଳେ ରତିରାଉତ ପାଟଣା ଦେଇ ଏକ ବସ ଯାଉଥିଲା। ଏହି ସମୟରେ ବସଟି ଏକ ଅଟୋକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ…

ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ…

ସମ୍ବଲପୁର: ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡର ଆକ୍ରମଣ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ମଣ୍ଡଳ କାରାଗାରରେ। ଦୁଇ ସହକର୍ମୀଙ୍କୁ ଜେଲ ୱାର୍ଡର ନିଶାସକ୍ତ ଅବସ୍ଥାରେ ବାଡ଼େଇଥିବା ଅଭିଯୋଗ ହୋଇଛି। ସୂଚନାଯାଗ୍ୟ ଯେ, ଗତକାଲି ସାମାନ୍ୟ ବଚସା ପରେ ନିଶାସକ୍ତ ଅବସ୍ଥାରେ ୱାର୍ଡର ଆକ୍ରମଣ…

ଚଳନ୍ତାଗାଡ଼ିରେ ଯୁବତୀଙ୍କ ସହ ରକ୍ତାକ୍ତ…

ଭୁବନେଶ୍ବର: ଦନକୁ ଦିନ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ସେମାନଙ୍କ ଟାର୍ଗେଟରେ ରହୁଛନ୍ତି ଯୁବତୀ ଓ ମହିଳା। ତେବେ ଗତ କାଲି ରାତିରେ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ରୀନା ଡାକୁ ନାମକ ଜଣେ ଯୁବତୀଙ୍କଠାରୁ ଦୁଇ ଜଣ ଲୁଟେରା ମୋବାଇଲ ଫୋନ୍ ଲୁଟିବାବେଳେ ରୀନା ଲୁଟେରା ସହ ଲଢ଼ି ମୋବାଇଲ ଫୋନ୍…

ବୁର୍ଲା ଭିସୁଟ୍ ସଟଡାଉନ୍, କଣ୍ଟେନମେଣ୍ଟ…

ସମ୍ବଲପୁର: ବୁର୍ଲା ଭିସୁଟ୍ର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ସତର୍କତା ଜାରି ରହିଛି। ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଞ୍ଚଳରେ କଟକଣା ଜାରି ହୋଇଛି। ବନ୍ଦ ରହିବ ଦୋକାନ ବଜାର, ଯାତାୟତ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଯାଇଛି। କେବଳ ଜରୁରୀ…

ସରିଲା ଖଣ୍ଡଗିରି ମେଳା, ଅପେକ୍ଷା…

ଭୁବନେଶ୍ବର: ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ପୂର୍ଣ୍ଣିମାରେ ଶେଷ ହୋଇଛି। ଶେଷ ଦିନରେ ଯଜ୍ଞକୁଣ୍ଡରେ ପୂ୍ର୍ଣ୍ଣାହୁତି ଦିଆଯାଇ ବିଶ୍ବଶାନ୍ତି ପାଇଁ କରାଯାଇଥିବ ଯଜ୍ଞ ଶେଷ ହୋଇଛି। ଯଜ୍ଞସ୍ଥଳକୁ ଶହ ଶହ ଶ୍ରଦ୍ଧାଳୁ ଆସିଥିଲେ। ଭକ୍ତଙ୍କ ହୁଳହୁଳି, ହରିବୋଲରେ କମ୍ପିଥିଲା ଯଜ୍ଞ ମଣ୍ଡପ।…

ଆଜିଠୁ ଓଡ଼ିଶା ମହିଳା ଫୁଟବଲ ଲିଗ୍‌,…

ଭୁବନେଶ୍ବର: ଆଜିଠୁ ଓଡ଼ିଶା ମହିଳା ଫୁଟବଲ୍ ଲିଗ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏହି ୬ ଦଳିଆ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍ ସହ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ସମାନ୍ତରାଳ ଭାବେ ଖେଳାଯିବ। ୨୮ ଦିନ ଧରି ରାଜଧାନୀ ଭୁବନେଶ୍ବରରେ ଏକ ପ୍ରକାର ମହିଳା ଫୁଟବଲ୍‌ର ମେଳା ଚାଲିବ। ମୋଟ ୩୦ ମ୍ୟାଚ୍…

ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ, ଜଳିଗଲା…

ଭୁବନେଶ୍ବର: ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ଟି ଟେଣ୍ଟ ଜଳି ଯାଇଛି। ସକାଳ ୫ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରୁ ବର୍ତ୍ତିଲେ ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ। ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଜଣାଇଲେ ସଞ୍ଜୀବ ପଣ୍ଡା। ସୁରକ୍ଷିତ ଭାବେ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ପ୍ରସଙ୍ଗରେ ମତବ୍ୟକ୍ତ କରିଛନ୍ତି। ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି ଗଜପତି କହିଛନ୍ତି। ଯୋଜନା ସର୍ବସମ୍ମତିକ କ୍ରମେ ପାରିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ମହାରାଜା। ମହାରାଜା…

ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରୁ…

ଭୁବନେଶ୍ୱର: ଫେବୃଆରୀ ୨୫ ତାରିଖରେ କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ମାନସିଂହା ପାଟଣା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଇନଜେକ୍ସନ ଦେଇ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ନିଆଁ ଲଗାଇ ଜିଅନ୍ତା ଜାଳିଦେବା ଭଳି ଜଘନ୍ୟ କାଣ୍ଡ ଘଟିଛି। କମିଶନରେଟ ପୋଲିସ ପ୍ରତି ଅପରାଧୀଙ୍କ ଭୟ ନଥିବା ଯୋଗୁଁ ଦିନ…

ସାଂସ୍କୃତିକ ଓ ସାମାଜିକ ଜାଗରଣ ସୃଷ୍ଟି…

ଭୁବନେଶ୍ୱର: ମହାନ ସମାଜ ସଂସ୍କାରକ, ତେଜସ୍ୱୀ ଗୁରୁ ସନ୍ଥ ରବିଦାସ ଜୀଙ୍କ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସନ୍ଥ ଗୁରୁ ରବି ଦାସ ଜୀଙ୍କ ଜୀବନୀ, ସାମାଜିକ ସଂସ୍କାର ପ୍ରତି ତାଙ୍କ ଅବଦାନ, ତ୍ୟାଗ, ଆଦର୍ଶ ଉପରେ ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି…