Odisha Link
Bridging the Missing Links in Odisha
Daily Archives

February 10, 2021

ପାଙ୍ଗୋଙ୍ଗ ହ୍ରଦ କୂଳରୁ ସେନା…

ନୂଆଦିଲ୍ଲୀ: ଅନେକ ମାସ ଥରି ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଥମୁଛି। ପ୍ରଥମଥର ପାଇଁ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ଯବାନଙ୍କୁ ପଛକୁ ହଟାଇଛନ୍ତି। ଏହା ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ବୁଧବାର ଅପରାହ୍ନରେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ୯ମ…

ତିନୋଟି ପୁସ୍ତକର ଲୋକାର୍ପଣ କଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ୨ଟି କବିତା ସଂକଳନ ‘ସଜ ତୁଳସୀ’ ଓ ‘ଅସଜଡ଼ା ପାଖୁଡ଼ା’ । ଏହି ୨ଟି କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବରେ…

ରାଜ୍ୟରୁ ସୁସ୍ଥ ହେଲେ ୮୧ଜଣ କରୋନା…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥ ହାର ବଢ଼ିବାରେ ଲାଗିଛି। ରାଜ୍ୟରୁ ୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…

ଏଣିକି ସବୁଦିନ ଜଗା ଦର୍ଶନ

ପୁରୀ: ଏଣିକି ସବୁ ଦିନ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଭକ୍ତ। ଏହା ସହିତ ରବିବାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ମନ୍ଦିରରୁ ବାହାରି ପାରିବେ। ସକାଳ ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ।…

୩ ଦିନ ବଢିଲା ସ୍ୱାସ୍ଥ୍ୟକର୍ମୀଙ୍କ…

ଭୁବନେଶ୍ୱର: ରାଜ୍ୟରେ ୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁଦ୍ଧା ପ୍ରଥମ ଡୋଜ୍ ଟିକାଦାନ ଶେଷ କରିବାର ଥିଲା । ଫେବ୍ରୁଆରୀ ୧୫ ତାରିଖରୁ ଦ୍ୱିତୀୟ ଡୋଜ୍ କୋଭିଡ…

ଆର୍‌ଟିଓ ଅନଲାଇନ୍ ସେବାର ଶୁଭାରମ୍ଭ କଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ…

ଏଣିକି ଅନଲାଇନରେ ହେବ ଲର୍ଣ୍ଣିଂ…

ଭୁବନେଶ୍ୱର:  ଅନ ଲାଇନରେ ହେବ ଲର୍ଣ୍ଣିଂ ଲାଇସେନ୍ସ। ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ। ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ରାଜ୍ୟ ଭାବେ ଲର୍ନର ଲାଇସେନ୍ସ ପାଇଁ ମୋବାଇଲ ଆପ୍ କରିଛି ଓଡିଶା ।

ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ଚଣ୍ଡିଖୋଲ : ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଘଟଣା ସ୍ଥଳରେ ଦମ୍ପତି ମୃତ। ଏହି ଘଟଣାଟି NH 53ରେ ଘଟିଛି। ମୃତକ ହେଲେ ଗୋଲଖ ଚନ୍ଦ୍ର ସାହୁ ଓ କନକ ଲତା ସାହୁ। ସେମାନେ ମହୀଶୁରା ପଂଚାୟତର ଡଙ୍କାରୀ ଅଂଚଳର ବୋଲି ଜଣାପଡିଛି। ଉଭୟ ଡ଼ୁବୁରୀରୁ ଡଙ୍କାରୀ ଅଭିମୁଖେ ଫେରୁଥିଲେ। ସେମାନେ ଚଢେଇଧରା ତଳ ଛକ…

କୋଏଲ ନଦୀରୁ ୩ ଜଣ ନାବାଳକଙ୍କ ମୃତ୍ୟୁ…

ରାଉରକେଲା : ରାଉରକେଲା କୋଏଲ ନଦୀରେ ବୁଡି ୩ ଜଣ ନାବାଳକଙ୍କର ମୃତ୍ୟୁ ଦେହ ଉଦ୍ଧାର। ସେମାନଙ୍କ ମୃତଦେହ ନଦୀରେ ଭାସୁଥିବା ବେଳେ ଝିରିପାଣି ପୁଲିସ, ଫାୟାର ବ୍ରିଗେଡ଼ ଟିମ୍ ଏବଂ ସ୍ଥାନୀୟ ଲୋକ ନଦୀରୁ ଉଦ୍ଧାର କରିଛନ୍ତି । ବୈକୁଣ୍ଠ ଘାଟ ନିକଟ କୋଏଲ ନଦୀ କୂଳରେ ନାବାଳକ ୩ ଜଣଙ୍କର ଚପଲ ପଡିଛି । ଆଖପାଖ…

ବଢ଼ିଲା ମାଟ୍ରିକ୍‌ ଫର୍ମ ପୂରଣ ଅବଧି

କଟକ: ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି। ୧୨ ତାରିଖ ମଧ୍ୟ ରାତ୍ର ସୁଦ୍ଧା କରି ପାରିବେ ଫର୍ମ ପୂରଣ। ୨୦୧୯-୨୦ ଶିକ୍ଷା ବର୍ଷରେ ନବମରେ ପଢ଼ୁଥିବା ସମସ୍ତ ପିଲା କରି ପାରିବେ ଫର୍ମ ପୂରଣ। ଚଳିତ ବର୍ଷ କୌଣସି ଫିସ୍ ଦେବାକୁ ପଡୁନାହିଁ। ପୂର୍ବରୁ ଫେବୃଆରୀ ୨ ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ୧୦ ତାରିଖ…