Odisha Link
Bridging the Missing Links in Odisha

୩ ଦିନ ବଢିଲା ସ୍ୱାସ୍ଥ୍ୟକର୍ମୀଙ୍କ ଟିକାଦାନ ଅବଧି

ଭୁବନେଶ୍ୱର: ରାଜ୍ୟରେ ୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁଦ୍ଧା ପ୍ରଥମ ଡୋଜ୍ ଟିକାଦାନ ଶେଷ କରିବାର ଥିଲା । ଫେବ୍ରୁଆରୀ ୧୫ ତାରିଖରୁ ଦ୍ୱିତୀୟ ଡୋଜ୍ କୋଭିଡ ଟିକାଦାନ ଆରମ୍ଭ ହୋଇଯିବ ।

Comments are closed.