Odisha Link
Bridging the Missing Links in Odisha
Browsing Tag

Health

ଏଚ୩ଏନ୨ ଭୂତାଣୁ ଡର, କାଲିଠୁ ମାର୍ଚ୍ଚ ୨୬…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଡରାଇବାରେ ଲାଗିଛି ଏଚ୍‌୩ଏନ୍‌୨ ଭୂତାଣୁ। ବିଗତ କିଛିଦିନ ହେବ ଦେଶରେ ଏଚ୩ଏନ୍୨ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହାକୁ ନଜରରେ ରଖି ସରକାର ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ମଧ୍ୟ…

ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ…

ଓଏଲ୍‌ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଚେତାବନୀ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଏକ ଘଣ୍ଟା ଅଟକ ରଖିଥିବା ଜଣା ପଡିଛି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଅଟକ ରଖିଥିଲେ…

ଭାଇରାଲ ଫିଭରରେ କଲବଲ ଓଡ଼ିଶାବାସୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିବାରେ ଲାଗିଛି ପାଣିପାଗ। ଦିନରେ ପ୍ରବଳ ଖରା ହେଉଥିବା ବେଳେ ସକାଳୁ ଓ ରାତିରେ ହେଉଛି ଶୀତ ଅନୁଭୂତ। ଅନ୍ୟପଟେ ରାଜ୍ୟରେ ବଢ଼ି ଚାଲିଛି ଭାଇରାଲ ଫିଭର।ଯଦିଓ ଋତୁ ପରିବର୍ତ୍ତନ ବେଳେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଏପରି…

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର,…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିଧା ଓ ଗବେଷଣା ଅନୁଷ୍ଠାନ । ଆଜି ଅପରାହ୍ନରେ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା…

ସମ୍‌ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରରେ ଶୁକ୍ରବାର ଠାରୁ ୩ ଦିନିଆ ଆଇଏପି ଇନ୍‌ଟେନ୍‌ସିଭ୍‌ କେୟାର ଚାପ୍ଟର…

କ୍ୟାପିଟାଲ ହସ୍ପିଟାଲରୁ ଫେରିବେନି ରୋଗୀ…

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ ପ୍ରୟାସ।କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଆସି ଏଥର ଆଉ ଫେରିକି ଯିବେନି।ପୂର୍ବରୁ ଥିବା ଓପିଡି ସମୟ ପରିବର୍ତ୍ତନ କରିବା ସହ ରୋଗୀଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଦେବା ପାଇଁ ନୂତନ ପ୍ରୟାସ। କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆରରେ ଓପିଡି ସମୟରେ…

ଶବକୁ ଖାଇଦେଲା କୁକୁର

ରାଉରକେଲା: ପଦାରେ ପଡ଼ିଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା। ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ,ଏଭଳି ଅବ୍ୟବସ୍ଥା ଯାହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବ ନିଶ୍ଚିତ। ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାର ଶବଗୃହରେ ରଖାଯାଇଥିଲା ମୃତଦେହ। ହେଲେ ମୃତଦେହର…

କଟକ ଏସ୍‌ସିବି ପୂର୍ବ ଭାରତର ଇକମୋ ହବ୍:…

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ଟି ଏକମୋ ମେସିନକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ନବୀନ। ଏସ୍‌ସିବିରେ ଗୁରୁତର ରୋଗୀଙ୍କୁ ଇକମୋ ମାଗଣା ଚିକିତ୍ସା ସେବା…

ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିବେ…

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ଆଜି କଟକ ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ ହେବ। ଏଥିପାଇଁ ଆଜି କଟକ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମଧ୍ୟାହ୍ନରେ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସ୍‌ସିବି…

କରୋନାରେ ଚାଲିଗଲା ଆଉ ୬୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ଉପରତଳ ହେବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଚିନ୍ତା ବଢ଼ାଉଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ରାଜ୍ୟରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଁଞ୍ଚିଛି। ଏନେଇ…