Odisha Link
Bridging the Missing Links in Odisha
Browsing Tag

Health

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ, ବାଣ୍ଟିଲେ…

ମାଲକାନଗିରି: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଷ୍ଟାଡିୟମ୍‌ ହେଲିପ୍ୟାଡରେ ପହଞ୍ଚିଲେ ନବୀନ। ସ୍ବତନ୍ତ୍ର ବିମାନ ଯୋଗେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରିର ସଂସ୍କୃତି ଭବନରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଡର…

ରାଜ୍ୟରେ ନିଯୁକ୍ତ ହେବେ ୧୧ ହଜାର ନୂଆ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ସ୍ବାସ୍ଥ୍ୟସେବା। ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଆହୁରି ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ସର୍ବଦା ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ…

ଆୟୁଷ୍ମାନ ଭାରତ: ୪ ବର୍ଷରେ ଖର୍ଚ୍ଚ…

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍‌ ଦ୍ବିତୀୟ ଲହଡ଼ିରେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସବୁ ସାମନାକୁ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରଚାରିତ ଯୋଜନା ଆୟୁଷ୍ମାନ ଭାରତ (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା) ବାବଦରେ ଆସିଛି ସାଂଘାତିକ ତଥ୍ୟ। ସୂଚନା ଅଧିକାର ଆଇନ…

୩ ଦିନ ବଢିଲା ସ୍ୱାସ୍ଥ୍ୟକର୍ମୀଙ୍କ…

ଭୁବନେଶ୍ୱର: ରାଜ୍ୟରେ ୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁଦ୍ଧା ପ୍ରଥମ ଡୋଜ୍ ଟିକାଦାନ ଶେଷ କରିବାର ଥିଲା । ଫେବ୍ରୁଆରୀ ୧୫ ତାରିଖରୁ ଦ୍ୱିତୀୟ ଡୋଜ୍ କୋଭିଡ…

ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ…

ଭୁବନେଶ୍ବର: ରାଜ୍ୟର ୧୧୦ଟି ସ୍ଥାନାରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କଲେଜରେ ସମେତ…

ଡି.ପ୍ରକାଶ ରାଓଙ୍କୁ ପୁଣି ବ୍ରେନ୍‌…

କଟକ: କରୋନାରେ ଆକ୍ରାନ୍ତହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସମାଜସେବୀ, ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନର ପ୍ରବକ୍ତା ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ। ରବିବାର ରାତିରେ ପ୍ରକାଶ ରାଓଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଛି। ମିଳିଥିବା ସୂଚନା ମୁତାବିକ ପ୍ରକାଶ ରାଓଙ୍କୁ…

ଆଜି ବିଶ୍ବ ଏଡସ୍ ଦିବସ

ଭୁବନେଶ୍ବର : ଆଜି ବିଶ୍ବ ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି।  ଏହା ଏଡସ୍ ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ ।ଏହି ଅବସରରେ ଅନେକ ସ୍ଥାନରେ ଏଡସ୍ ଦିବସ ପାଳନ କରାଯାଇଛି।ଚଳିତବର୍ଷ ରାଜ୍ୟରେ ୨,୯୬୩ ନୂଆ ସଂକ୍ରମିତ ଚିହ୍ନଟ…

ହୃଦରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ କରୋନା…

ଭୁବନେଶ୍ବର: କରୋନାରେ ଅଧିକ ପ୍ରଭାବିତ ହେଉଛନ୍ତି ମଧୁମେହରେ ପୀଡିତ ରୋଗୀ ଓ ହୃଦରୋଗୀ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ହୃଦରୋଗୀଙ୍କୁ ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପରାମର୍ଶ ଦେଇ କହିଛନ୍ତି ଯେ, ‘ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ। କରୋନାରେ ରକ୍ତ ଜମାଟ…

ଦେଶରେ କରୋନା: ୫୦ ଲକ୍ଷ ଟପିଲା ଆକ୍ରାନ୍ତ…

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ୫୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦,୩୬୦କୁ ବୃଦ୍ଧି ପାଇଛି।ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୦ ହଜାର ୧୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ…

ପୁଣି ଅସୁସ୍ଥ ହେଲେ ଅମିତ ଶାହ, ଏମ୍‌ସରେ…

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁଣିଥରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍‌ସରେ ଭର୍ତ୍ତି କରାଯାଇଛି ସୂଚନା ରହିଛି। ସୂଚନାଥାଉକି, ଅଗଷ୍ଟ ୨ରେ…