Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଏକ ଘଣ୍ଟା ଅଟକ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଅଟକ ରଖିଥିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ ସଦସ୍ୟ

ଓଏଲ୍‌ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଚେତାବନୀ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଏକ ଘଣ୍ଟା ଅଟକ ରଖିଥିବା ଜଣା ପଡିଛି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଅଟକ ରଖିଥିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ ସଦସ୍ୟ।

ସେମାନେ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ସ୍ୱାସ୍ଥ୍ୟସେବାରେ ସୁଧାର ନ ଆସେ ତେବେ ସେମାନେ ରାଜରାସ୍ତାକୁ ଓଲ୍ହାଇବେ।

Leave A Reply

Your email address will not be published.