Odisha Link
Bridging the Missing Links in Odisha
Monthly Archives

February 2023

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା…

ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ‘ତୃତୀୟ ବିଆର୍‌ଏମ୍‌ ଆଶା’ ସମ୍ମାନ ପ୍ରଦାନ କରାଯାଇଛି। ସୋଆ ଏବଂ ଏହା ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌କୁ ମିଳିତ…

ପୂର୍ବ ଭାରତରେ ସମ୍‌ ହସ୍ପିଟାଲ୍‌ ୩ୟ,…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଟାଇମ୍‌ସ ଅଫ୍‌ ଇଣ୍ଡିଆ ପ୍ରାୟୋଜିତ ଅଲ୍‌ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍‌ ର‍୍ୟାଙ୍କିଙ୍ଗ ସର୍ଭେ -୨୦୨୩ରେ ଭୁବନେଶ୍ୱରରେ ଶ୍ରେଷ୍ଠ ହସ୍ପିଟାଲ୍‌ ଭାବେ ମନୋନୀତ…

ଆଇପିଏଲ ଖେଳିବେନି ଯଶପ୍ରୀତ ବୁମ୍ରା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୧୬ ତମ ସଂସ୍କରଣର ଟ୍ରଫି ହାତେଇବା ପାଇଁ ସମସ୍ତ ୧୦ଟି ଯାକ ଦଳ କରୁଛନ୍ତି ଜୋରଦାର ଅଭ୍ୟାସ। ଏସବୁ ମଧ୍ୟରେ ୫ଥର ଆଇପିଏଲ୍‌ ବିଜେତା…

କାଲିଠୁ ଯୁକ୍ତ ୨ ପରୀକ୍ଷା, ସୋସିଆଲ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ପ୍ରଶ୍ନପତ୍ର ହବ୍‌ରେ ମଧ୍ୟ ପହଁଞ୍ଚି ସାରିଛି। ଏକରକମ ସମସ୍ତ ପ୍ରସ୍ତୁତି ଶେଷ ମଧ୍ୟ ହୋଇଛି। ଚଳିତଥର ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ। ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା। ସେପଟେ…

ହିନ୍ଦୋଳ ଓ ଅତାବିରା ଏନ୍‌ଏସିରେ ହେବ…

ଓଏଲ୍‌ ବ୍ୟୁରୋ: ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ ଏନ୍‌ଏସି ନିର୍ବାଚନ। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିର ଏନ୍‌ଏସିର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଥିବା ବେଳେ ତା’ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟର…

୨୨ ବର୍ଷରେ କେତେ ଲୋକଙ୍କୁ ମିଳିଛି…

ଓଏଲ୍‌ ବ୍ୟୁରୋ: ଚାଲିଛି ୨୦୨୩ ବଜେଟ ଅଧିବେଶନ। ଅଷ୍ଟମ ଦିନର ପ୍ରଶ୍ନକାଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ବାସଗୃହ ଯୋଗାଣ ଲାଗି ବିଭିନ୍ନ ସରକାରୀ ଯୋଜନାରେ ଗତ ୨୨ ବର୍ଷରେ କେତେ ପରିବାରଙ୍କୁ ପକ୍କାଘର ଦିଆଯାଇଛି ଓ ନିକଟରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ…

କାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ଭାଗ ନେବେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଏହି ସମୟରେ ରାଜଧାନୀରେ ୬୬୨ ବର୍ଗ ଅଧ୍ୟାପକ ଧାରଣାରେ ବସିଥିବାରୁ ପରୀକ୍ଷା ପରିଚାଳନା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। କାରଣ ଯୁକ୍ତ ଦୁଇ ପରୀକ୍ଷାରେ ଭାଗ ନେବେ ଅଧ୍ୟାପକ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ…

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପ୍ରାୟ ମାସେ ପୁରିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ଛଡ଼ା କେଉଁ କାରଣରୁ ସେ ହତ୍ୟା କଲା ତାର ଉତ୍ତର ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ନାଇଁ। ରାଜ୍ୟରେ ନବ ଦାସ…

ଏଲନ୍‌ ମସ୍କ ପୁଣି ନମ୍ବର-୧

ଓଏଲ୍‌ ବ୍ୟୁରୋ: ଟ୍ବିଟର ମାଲିକାନା ହାତେଇବା ପରେ ଧନୀ ବ୍ୟକ୍ତି ତାଲିକାର ତଳକୁ ତଳ ଖସିଥିଲେ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ। ଏବେ ପୁଣିଥରେ ବିଶ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି ଏଲନ୍‌ ମସ୍କ। ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି, ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ…

କ୍ରୀଡା ପ୍ରୋତ୍ସାହନରେ ଓଡ଼ିଶା ଶ୍ରେଷ୍ଠ…

ଓଏଲ୍‌ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…