Odisha Link
Bridging the Missing Links in Odisha
Browsing Tag

corona vacicine

ଭାରତ ନିଜ ଦେଶବାସୀଙ୍କଠୁ ଅଧିକ ସମଗ୍ର…

ନୂଆଦିଲ୍ଲୀ : ଭାରତ ଜାତିସଂଘର ଜେନେରାଲ୍‌ ଆସେମ୍ବ୍ଲିରେ କହିଛି, ନିଜ ଲୋକଙ୍କୁ ଯେତେ ଦେଇ ନାହିଁ, ତା’ଠାରୁ ଅଧିକ କୋଭିଡ୍‌-୧୯ ଟିକା ସମଗ୍ର ବିଶ୍ୱକୁ ଯୋଗାଇଛି । ଟିକାର ଅସମ ବଣ୍ଟନ କରୋନାଭାଇରସ୍‌ ଦମନ ପାଇଁ ଚାଲିଥିବା ସମ୍ମିଳିତ ବୈଶ୍ୱିକ ପ୍ରତିବଦ୍ଧତାକୁ ପରାଜିତ କରିବ। ଗତ ଶୁକ୍ରବାର ଦିନ…

ରାଷ୍ଟ୍ରପତି ନେଲେ କରୋନା ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ଼ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି। ଏହି କ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ…

୩ ଦିନ ବଢିଲା ସ୍ୱାସ୍ଥ୍ୟକର୍ମୀଙ୍କ…

ଭୁବନେଶ୍ୱର: ରାଜ୍ୟରେ ୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସୁଦ୍ଧା ପ୍ରଥମ ଡୋଜ୍ ଟିକାଦାନ ଶେଷ କରିବାର ଥିଲା । ଫେବ୍ରୁଆରୀ ୧୫ ତାରିଖରୁ ଦ୍ୱିତୀୟ ଡୋଜ୍ କୋଭିଡ…

ଟିକା ନନେଲେ ଦରମା ବନ୍ଦ!

କଟକ: ଆସନ୍ତା କାଲିଠୁ ରାଜ୍ୟର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ କରୋନା ଟିକା ଦିଆଯିବ। ଏଥିପାଇଁ କଟକ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ। ଫେବୃଆରୀ ୧୦ ସୁଦ୍ଧା ଟିକା ନେବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଟିକା ନନେଲେ ଦରମା…

କାଲିଠୁ ପୁଣି ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଟିକାକରଣ ପୁଣି ହେବ । ଆହୁରି ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା। କରୋନା ବିରୋଧୀ ଟିକାକରଣ ନେଇ ପ୍ରତକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ବିଜୟ କହିଛନ୍ତି ଯେ, ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା…

ଆସିଲା ଖୁସି ଖବର: ଓଡ଼ିଶାରେ ପହଞ୍ଚିଲା…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ଆସିଲା ଖୁସି ଖବର। ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌। ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଲା କୋଭିସିଲ୍ଡ ଟିକା। ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି। ଏଥିପାଇଁ…

ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ…

ଭୁବନେଶ୍ୱର : ଓଡିଶା ଆସୁଛି କୋଭିସିଲ୍ଡ ଟିକା। ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।  ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ। ପରେ ଆଉ ୨୦…