Odisha Link
Bridging the Missing Links in Odisha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ । ବିକ୍ଷୋଭ ସହ ପ୍ରଧାନମନ୍ତ୍ରୀ, ତୈଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୁଶପୁତ୍ତଳିକା କଲେ ମହିଳା କଂଗ୍ରେସ ।

ମହିଳା କଂଗ୍ରେସ ଗ୍ୟାସ୍, ଡିଜେଲ ଓ ପେଟ୍ରୋଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିକୁ ବିରୋଧ କରିବା ସହ ପରିବାର ଚଳାଇବା କାଠିକର ପାଠ ହେଲାଣି ।

ସରକାର ତୁରନ୍ତ ଏ ସମସ୍ତ ସାମଗ୍ରୀ ଉପରୁ ଦର ପ୍ରତ୍ୟାହାର କରାଯିବା ଦାବିରେ ଭଦ୍ରକ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ମହିଳା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ସହ ପ୍ରଧାନମନ୍ତ୍ରୀ, ତୈଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୁଶପୁତ୍ତଳିକା ଦାହ କରିଛି ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସ ।

Comments are closed.