Odisha Link
Bridging the Missing Links in Odisha
Daily Archives

March 8, 2021

କିଟ୍‍ ଓ କିସରେ ଆନ୍ତର୍ଜାତିକ ମହିଳା…

ଭୁବନେଶ୍ୱର: କିଟ୍‍ ଅନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କିଟ୍‍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି। ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ ଆନ୍ତର୍ଜାତିକ…

ଜଙ୍ଗଲ ସୁରକ୍ଷାର ଗାଇଡ୍‌ଲାଇନ୍ ଏବଂ…

ଭୁବନେଶ୍ୱର: ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା ସଂପର୍ଣ୍ଣ ମନୁଷ୍ୟକୃତ। କିଛି ଜଙ୍ଗଲ ମାଫିଆ ଓ ଅସାମାଜିକ ବ୍ୟକ୍ତି ଏହି ଅକ୍ଷମଣୀୟ ଅପରାଧରେ ସଂପୃକ୍ତ। ଶିମିଳିପାଳ ସଂରକ୍ଷଣ ଜୈବ ମଣ୍ଡଳ…

ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍

ରାଇରଙ୍ଗପୁର: ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍। ଏହି ଅଭାବନୀୟ ଘଟଣାଟି ବିଶୋଇ-କେନ୍ଦୁଝର ଅଶନା ନିକଟରେ ଘଟିଛି। ପ୍ରକାଶ ଯେ , ମଧୁସ୍ମିତା ନାମକ ଯାତ୍ରୀବାହୀ ବାସ ପାଲଲହାଡ଼ାରୁ ବାରିପଦା ଯାଉଥିଲା। ଅଶନା ନିକଟରେ ଯାତ୍ରୀ ଓହ୍ଲାଉ ଥିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି…

ଓଡିଶାର ମାଁ ଓ ଭଉଣୀ ମାଗୁଛନ୍ତି ସମ୍ମାନ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି ?କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି ? ଦାଦନ ଖଟିବାକୁ କେତେ ଲକ୍ଷ ଓଡିଆ ପୁଅ ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମାଁଙ୍କ ଆଖିରୁ ଲୁହ ଝରୁଛି ? ସ୍ୱୟଂ ସହାୟକ ଗୋଷ୍ଠୀ…

ନୂଆ ପୁଲିସ କମିଶନର ହେଲେ ସୌମେନ୍ଦ୍ର…

ଭୁବନେଶ୍ୱର : ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର। ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନୂଆ ପୁଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ଏବେ ସେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ଦୀର୍ଘ ଦେଢ ବର୍ଷ…

ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି…

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୧ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୨ ତାରିଖରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ କୋଣାର୍କ ଠାରେ…

ରାଜ୍ୟରେ ସଡ଼କ ନିୟମ କଡାକଡି କରିବାକୁ…

ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ତେବେ ରାଜ୍ୟରେ କଡାକଡି ହେବ ସଡକ ନିରାପତ୍ତା ନିୟମ। ରାଜ୍ୟରେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଦୁର୍ଘଟଣାଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…

ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୋଆ ଉପସଭାପତି ଶାସ୍ୱତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସକୁ ପାଳନ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହି ଦିବସକୁ କେକ୍ କାଟି ପାଳନ କରାଯାଇଥିଲା।…

ଭୁବନେଶ୍ୱରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ…

ଭୁବନେଶ୍ୱର: ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର…

ପୁଣିଥରେ ଜାରି ହୋଇପାରେ ଲକଡାଉନ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ମୁଣ୍ଡ ଉଠାଇଲେ କରୋନା ସଂକ୍ରମଣ। ଏହା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇଛି। ୧୩୧ ଦିନ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୧୩୬୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ଦେଖି ଗାର୍ଡିଆନ ମନ୍ତ୍ରୀ ଅସଲମ ଶେଖ ପୁଣିଥରେ ଲକଡାଉନ ଲାଗୁ…