Odisha Link
Bridging the Missing Links in Odisha
Daily Archives

March 8, 2021

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ । ବିକ୍ଷୋଭ ସହ ପ୍ରଧାନମନ୍ତ୍ରୀ, ତୈଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୁଶପୁତ୍ତଳିକା କଲେ ମହିଳା କଂଗ୍ରେସ । ମହିଳା କଂଗ୍ରେସ ଗ୍ୟାସ୍, ଡିଜେଲ ଓ ପେଟ୍ରୋଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ…

କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଋଷର…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ କଳ୍ପନା ଓ ପ୍ରଚେଷ୍ଟାରେ ମସ୍କୋ ଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଭାରତର ପେଟ୍ରୋଲିୟମ ମନ୍ତ୍ରାଣାଳୟର ସଚିବ ଏବଂ ଋଷର ଡେପୁଟି ଉର୍ଜା ମବୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଇଣ୍ଡିଆନ ଅଏଲ, ଓଏନଜିସି…

୨୦୦୮ ବାଟଲା ହାଉସ ମାମଲା, ଅଭିଯୁକ୍ତ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ସାକେତ କୋର୍ଟ ବାଟଲା ହାଉସ ଏନକାଉଣ୍ଟର ମାମଲାରେ ରାୟ ଶୁଣାଇଛନ୍ତି। କୋର୍ଟ ଅଭିଯୁକ୍ତ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନକୁ ୧୩ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ବିଚାରପତି ସନ୍ଦୀପ ଯାଦବ କହିଥିଲେ ୧୯…

ଚିକିତ୍ସା ଅଭାବରୁ ଯୁବକ ମୃତ,…

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗତକାଲି ସଦର ଥାନା ଭୁର୍ଷିପାଲି ଗାଁର ୨୪ ବର୍ଷ ବୟସ୍କ ମିଟୁ ବେହେରା ଅସୁସ୍ଥ ହେବାରୁ ତାଙ୍କୁ ମେଡିସିନ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା ।…

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ…

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ପୋଡ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସୋମବାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସନ୍ଦୀପ ତ୍ରିପାଠୀଙ୍କ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ କରୋନା। କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ନେଇ ଦିଲୀପ ରାୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଦିଲୀପ ରାୟ ଲେଖିଛନ୍ତି, କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଲି ଏବଂ ତାହା ପଜିଟିଭ୍‌ ଆସିଛି ବୋଲି…

ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର…

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘ମହିଳାଙ୍କ ଉନ୍ନତି ପାଇଁ ବିଜୁବାବୁ କାମ କରୁଥିଲେ। ଏହାକୁ ଆମେ ଆଗକୁ ନେଉଛୁ। ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ଉଦ୍ୟମ…

ଦୀର୍ଘ ୬ ମାସ ପରେ ସୋସିଆଲ ମିଡିଆକୁ…

ମୁମ୍ବାଇ: ଦୀର୍ଘ ୬ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ବଲିଉଡର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ। ବଲିଉଡ୍‌ର ଚକଲେଟ୍‌ ହିରୋ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟାଙ୍କୁ ଏନସିବି ଗିରଫ କରି ଜେଲ୍‌ ପଠାଇଥିଲା। ଜେଲରୁ ମୁକୁଳିବାର ୬ ମାସ ପରେ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ…

ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିପଡ଼ିଲା…

କଟକ: କଟକ ବଡ ମେଡିକାଲରେ ଅଘଟଣ। ରୋଗୀଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନ୍ ରୋଗୀଙ୍କ ଉପରେ ଖସିପଡିଲା। ଫଳରେ ଜଣେ ମହିଳା ରୋଗୀ ଜଣଙ୍କ ଗୁରୁତର ହେବା ସହ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ସୂଚନା ମୁତାବକ, ଯାଜପୁର…

ସୋସିଆଲ୍‌ ମିଡିଆରେ ଦ୍ବିତୀୟ ସନ୍ତାନର…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୋସିଆଲ୍‌ ମିଡିଆରେ ତାଙ୍କର ଦ୍ବିତୀୟ ଶିଶୁ ସହ ନିଜର ଏକ ଫଟୋକୁ ସେୟାର୍‌ କରିଛନ୍ତି। କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫଟୋ ସେୟାର୍‌ କରିଛନ୍ତି। ଫଟୋଟିକୁ ସେୟାର କରି ସେ ଲେଖିଛନ୍ତି, ‘ସେପରି…