Odisha Link
Bridging the Missing Links in Odisha
Monthly Archives

March 2021

ଜୋର ଜବରଦସ୍ତି ମହିଳାଙ୍କୁ ଚୁମ୍ବନ ଦେଲେ…

ଓ୍ବାଶିଂଟନ୍: ଜଣେ ମହିଳାଙ୍କୁ ଜୋର ଜବରଦସ୍ତ କିସ୍‌ କରିଦେଲେ ଗଭର୍ଣ୍ଣର। ମହିଳା ଜଣଙ୍କ ଯେତେ ବାରଣ କରିବା ସତ୍ତ୍ବେ କିଛି ଶୁଣିଲେଣି ଗଭର୍ଣ୍ଣର। ନ୍ୟୁୟର୍କର ଗଭର୍ଣ୍ଣର ଏଣ୍ଡ୍ର‍୍ୟୁ ଗ୍ୟୁମୋଙ୍କ ବିରୋଧରେ ଏଭଳି ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ନ୍ୟୁୟର୍କର ଶେରି ଭିଲେ ନାମକ ଜଣେ ମହିଳା…

ବଡଝାର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଅନୁଗୁଳ: ପୁଣି ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବଡଝାର ଗାଁରେ ପୁଣି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏଥିସହ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରାଯାଇଛି। ୨୪ ଘଣ୍ଟାରେ ଗାଁର ଏତେ…

କାଲିଠୁ ମହଙ୍ଗା ହେବ ଏହି ସବୁ ଜିନିଷ,…

ନୂଆଦିଲ୍ଲୀ: କାଲିଠୁ ମହଙ୍ଗା ମାଡ଼। କାଲିଠୁ ନୂଆ ଆର୍ଥୀକ ବର୍ଷ ଆରମ୍ଭ ହେବା ସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମଧ୍ୟ ବୃଦ୍ଧିପାଇବ। ଦୈନନ୍ଦିନ ସାମଗ୍ରୀ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଯାନବାହନ: ଏପ୍ରିଲ ପହିଲାରୁ କାର୍‌ ଏବଂ ବାଇକ୍‌ ମୂଲ୍ୟରେ ବୃଦ୍ଧି ଘଟିବ। ମାରୁତି ସୁଜୁକି ସମେତ ନିସାନ ଏବଂ…

ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ

ଭୁବନେଶ୍ୱର: ରାଜ୍ୟରେ ଡ୍ରପ୍ ଆଉଟ ହାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ ରହିଛି। ୨୦୧୮-୧୯ରେ ଡ୍ରପ୍ ଆଉଟ ହାର ୬.୯୩ ପ୍ରତିଶତ ଥିଲା। ଡ୍ରପ୍ ଆଉଟ ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମରେ ରହିଛି। ଗତବର୍ଷ ନବରଙ୍ଗପୁରରେ…

ମିସେସ୍ ଫେମିନା ପ୍ରତିଯୋଗୀତା, ଶ୍ରେଷ୍ଠ…

ଭଦ୍ରକ: ଚମିକିଲେ ଓଡ଼ିଆ ବୋହୂ। ମିସେସ୍ ଫେମିନା ପ୍ରତିଯୋଗୀତାରେ ଭାଗ ନେଇଛନ୍ତି ଓଡ଼ିଆ ବୋହୂ ଇପ୍ସିତା ପ୍ରିୟଦର୍ଶିନୀ। ସାରା ଭାରତର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମେ ଟପ୍ ୨୦ରେ ନିଜ ସ୍ଥାନ ପାଇଥିଲେ ଏହି ଓଡ଼ିଆଣୀ। ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଭୋଟିଂ ପାଇ ସେ ଶ୍ରେଷ୍ଠ ୧୦ରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି। ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି।…

୪ ବରିଷ୍ଠ ନେତାଙ୍କୁ ପିପିଲି ଦାୟିତ୍ୱ…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ଆଜିଠୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ୪ ବରିଷ୍ଠ ନେତାଙ୍କୁ ପିପିଲି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଂଜୟ ଦାସବର୍ମାଙ୍କୁ ପିପିଲି…

ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ

ମୟୂରଭଞ୍ଜ: ପୁଣି ଶିମିଳିପାଳ ଅଭୟାରଣ୍ୟରେ ନିଆଁ। ସାଟେଲାଇଟ ସୂତ୍ରରୁ ଅଭୟାରଣ୍ୟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟରୁ ଜଣାପଡ଼ିଥିବା ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ,…

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ଯାତ୍ରୀମାନେ ରାତିରେ ମୋବାଇଲ୍, ଲାପଟପ୍ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ ଚାର୍ଜ କରିପାରିବେ ନାହିଁ। ଏଥିସହ ଟ୍ରେନରେ ସ୍ମୋକିଂ କରୁଥିବା ବେଳେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ ବୋଲି ରେଳବାଇ ପକ୍ଷରୁ…

ଡରାଇଲାଣି କରୋନା: ରାଜ୍ୟରେ ୨୯୭…

ଭୁବନେଶ୍ବର: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେବାକୁ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା…