Odisha Link
Bridging the Missing Links in Odisha
Monthly Archives

March 2021

ରାଜଧାନୀରେ ସେକ୍ସ ରାକେଟ୍ ଠାବ, ୨ ଯୁବତୀ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ୍ ଠାବ। ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍ ଠାବ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍…

ଆଜି ଭାରତକୁ ଆସୁଛି ଆଉ ୩ ରାଫେଲ

ନୂଆଦିଲ୍ଲୀ: ଆହୁରି ମଜଭୁତ ହେବ ଭାରତୀୟ ବାୟୁସେନା ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଭିତରେ ଭାରତୀୟ ବାୟୂୁସେନା ଆହୁରି ମଜଭୁତ ହେବାକୁ ଯାଉଛି। ଆଜି ଯୁଦ୍ଧ ବିମାନ ରାଫାଲର ୩ ଟି ନୂଆ ସଂସ୍କରଣ ଫ୍ରାନ୍ସରୁ ଭାରତ ଆସୁଛି। ଏହି ୩ ଟି ବିମାନ କେଉଁଠି ନ ଅଟକି ସିଧା ୭ ହଜାର କିଲୋମିଟର ଆସି ଭାରତରେ…

ପୁଣି ବୁର୍ଲା ଭିସୁଟ୍‌ରେ ର‍୍ୟାଗିଙ୍ଗ

ବୁର୍ଲା: ପୁଣି ବୁର୍ଲା ଭିସୁଟ୍‌ରେ ର‍୍ୟାଗିଙ୍ଗ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଗତ ୨୯ ତାରିଖ ହୋଲି ଦିନ ଭିସୁଟ୍‌ର ବଶିଷ୍ଟ ଛାତ୍ରାବାସରେ କିଛି ଚତୁର୍ଥ ବର୍ଷର ସିନିୟର ଛାତ୍ର ନିଶା ସେବନ…

ବଢ଼ିବ ତାତି, ୩ ଦିନ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ।…

ଯାତ୍ରୀଙ୍କୁ ଗାଡ଼ିରୁ ଠେଲି ଦେଲେ ‘ମୋ…

ଭୁବନେଶ୍ୱର: ଯାତ୍ରୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବସ୍ କର୍ମଚାରୀଙ୍କ ବିରୋଧରେ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ମୁତାବକ ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ‘ମୋ…

କାୟା ମେଲାଉଛି କରୋନା: ଦିନକରେ ୫୩,୪୮୦…

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦେଶରେ ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୪୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ,୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି…

ଉଡ଼ାନ୍ ଯୋଜନାରେ ୨୨ଟି ମାର୍ଗରେ ବିମାନ…

ନୂଆଦିଲ୍ଲୀ: ଦେଶରେ ଉଡ଼ାନ୍ ଯୋଜନାରେ ଗତ ୩ ଦିନ ମଧ୍ୟରେ୨୨ଟି ନୂତନ ମାର୍ଗରେ ବିମାନ ସେବାର ଶୁଭାରମ୍ଭ ହୋଇଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ମଧ୍ୟ ବିମାନ ସେବା ରହିଛି। ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ମଙ୍ଗଳବାର ମେଘାଳୟର…

ପିପିଲି ଉପନିର୍ବାଚନ: ଆଜିଠୁ ପ୍ରଚାର…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୈତିକ ମାହୋଲ। ଗତକାଲି ପ୍ରାର୍ଥୀପତ୍ର ଦାଖଲ ସରିଛି। ଆଜିଠୁ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ। ନିର୍ବାଚନ ପ୍ରଚାର ପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତ। ଆଜିଠୁ ମୈଦାନକୁ ଓହ୍ଲାଇବେ ପ୍ରାର୍ଥୀ ଏବଂ ଭୋଟରଙ୍କୁ ଆକର୍ଷିତ କରାଇବା ପାଇଁ ନିଜ ନିଜର…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା…

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। କେତେକ ବିଦେଶୀ ପାଣିପାଗ ମଡେଲ୍‌ କହୁଛି, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାରେ…

ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କଲେ…

ଭୁବନେଶ୍ୱର: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ବାଇପାସ୍‌ ଅପରେସନ୍‌ ସଫଳ ହୋଇଛି।‌ ବାଇପାସ୍‌ ଅପରେସନ୍‌ କରିଥିବା ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ…