Odisha Link
Bridging the Missing Links in Odisha
Monthly Archives

March 2021

ଡ୍ରଗ୍ସ ଲିଙ୍କ୍: ଏଜାଜ ଖାନଙ୍କୁ ଗିରଫ…

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି ଏନସିବି। ଆଜି ଏଜାଜ ଖାନ ରାଜସ୍ଥାନରୁ ମୁମ୍ବାଇ ପହଞ୍ଚିବା ପରେ ତାଙ୍କୁ ଏନସିବି ଗିରଫ କରିଛି। ଡ୍ରଗ ପେଡଲର ଶାଦାବ ବାଟାଟାକୁ ଗିରଫ କରାଯିବା ପରେ ଏଜାଜ ଖାନଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା। ଏନସିବି ଏଜାଜଙ୍କୁ…

ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କୋରୋନା ନେଇ ଆକ୍ସନ ପ୍ଲାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ମାସ୍କ, ସାନିଟାଇଜ ଓ ସାମାଜିକ…

ତତଲା କଡେଇରେ ସିଝୁଛି ଓଡ଼ିଶା, ବାରିପଦାରେ…

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଏହାରି ମଧ୍ୟରେ ଆଜି ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିସହ ୪୪.୬ ଡିଗ୍ରୀ ସହ ବାରିପଦା ଆଜିର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେର ୪୨.୭, ବୌଦ୍ଧ ୪୨.୫, ବଲାଙ୍ଗିର ୪୨.୨, ଟିଟିଲାଗଡ଼…

ଦେଶରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ…

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନ କୁ ଦିନ ବିଗିଡ଼ିବାର ଲାଗିଛି। ଏହା ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ ସ୍ବୀକାର କରିଛନ୍ତି।ଡ.ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ । କିନ୍ତୁ ସମଗ୍ର ଦେଶ ପାଇଁ…

ଶାସକ ଦଳ ଚାପରେ ସରକାରୀ ଅଧିକାରୀମାନେ…

ଭୁବନେଶ୍ୱର: ସାଧାରଣ ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ, ରାଜ୍ୟରେ ହେଉଥିବା ସମସ୍ତ ନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ ବିଜେଡି ସପକ୍ଷରେ ଭୋଟ କରାଇବା ଆଦି କାର୍ଯ୍ୟ କରି ନିର୍ବାଚନକୁ ନିଜ…

ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ…

ଆଜି ପୁଣି ନୂଆପଡ଼ାରୁ ୨୯ ଜଣ କରୋନା…

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବସ ଚାଳାଚଳ ବନ୍ଦ କରିଛନ୍ତି। ଆଜି ପୁଣି ନୂଆପଡ଼ାରୁ ୨୯ ଜଣ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଏନେଇ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

ସଫଳ ହେଲା ରାଷ୍ଟ୍ରପତିଙ୍କ ବାଇପାସ୍…

ନୂଆଦିଲ୍ଲୀ: ଆଜି ଦିଲ୍ଲୀସ୍ଥିତ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ ହୋଇଛି। ସର୍ଜରୀ ସଫଳ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ରାଷ୍ଟ୍ରପତିଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କର ସର୍ଜରୀ ଆଜି ହେବ ବୋଲି…

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଉମରକୋଟ: ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। କେହି ଜଣେ ଏକ ପିଆଜ ଅଖାରେ ଗୁଡାଇ ମଇଳା ଗଦାକୁ ନବଜାତ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିବା ଜଣାପଡିଛି। ସୂଚନା ମୁତାବକ, ଉମରକୋଟ ବିଦ୍ୟୁତ୍ ବିଭାଗ ପଛପଟେ ଥିବା ଶିକ୍ଷକମାନଙ୍କ…

ଗ୍ରୀଷ୍ମପ୍ରବାହ ପାଇଁ ୨୦ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ତତଲା କଡେଇରେ ସିଜୁଛି ସାରା ଓଡ଼ିଶା। ଦିନକୁ ଦିନ ତାତି ବଢ଼ୁଥିବା ବେଳେ ଲୋକେ ଖରାରେ ଅସ୍ତବ୍ୟସ୍ତ କଲାଣି। ଏହାରି ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ପାଣିପାଗ…