Odisha Link
Bridging the Missing Links in Odisha

ପିଲାଙ୍କ ଆଗରେ ମା କଲେ ଆତ୍ମହତ୍ୟା !

ଭୁବନେଶ୍ବର : ପୁଣେରେ ଓଡିଆ ବୋହଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ସୁଇସାଇଡ ନୋଟରେ ସ୍ବାମୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିବା କଥା ଲେଖିଛନ୍ତି । ସେ ୬ ବର୍ଷର ଝିଅକୁ ୧୦ ମାସର ପୁଅର କଥା ବୁଝିବାକୁ କହିଛନ୍ତି । ମୃତଙ୍କ ସ୍ବାମୀ ପୁଣେର ଏକ କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି । ମୃତଙ୍କ ଘର କଟକର ଖୁଣ୍ଟୁଣୀ ଅଞ୍ଚଳରେ । ଏବେ ପୁଣେ ସାଙ୍ଗଭି ଥାନାରେ ମାମଲା ରୁଜୁ ହୋଇଛି । ସେ ପୁଣେରେ ସ୍ବାମୀ,ଝିଅ ଓ ୧୦ ମାସର ପାଅ ସହ ରହୁଥିଲେ । ତାଙ୍କର ବିବାହ ୨୦୧୨ ରେ ହୋଇଥିଲା ।

Comments are closed.