Odisha Link
Bridging the Missing Links in Odisha
Browsing Tag

pune

ଭୁବନେଶ୍ୱରରୁ ପୁଣେକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଗତକାଲି ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନ ମଧ୍ୟ ଏହି ବିମାନ ସେବା ଉପଲବ୍ଧ ହେବ। ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା…

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଗ୍ନିକାଣ୍ଡ

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ କାରଣରୁ ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇ ନାହିଁ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି…

ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ। ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ କରିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ଚଳାଚଳ ହେବା ଦ୍ବାରା ଓଡିଶାରେ ଉନ୍ନତ ଯୋଗାଯୋଗ ସହ…

ସାଲାଡ ବିକି ଲକ୍ଷପତି ହେଲେ ମହିଳା,…

ପୁନେ: ଆଜିର ସମୟରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣରୁ କିଭଳି ବର୍ତ୍ତିବା ଓ କିଭଳି ନିଜ ଶରୀରକୁ ଫିଟ୍‌ ରଖିବା ସେ ନେଇ ଲୋକେ ଆପଣାଉଛନ୍ତି ଅନେକ ଉପାୟ। କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ କିଏ କାଢ଼ା ପିଉଛି ତ କିଏ ଆଉ ଭିନ୍ନ ଭିନ୍ନ ଔଷଧ ଖାଉଛି। ଅନ୍ୟପଟେ ନିଜ ଶରୀର ଫିଟ୍‌ ଥିଲେ ସଂକ୍ରମଣ…

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲରରେ…

ମୁମ୍ବାଇ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲରରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ପୁଣେ କ୍ୟାଣ୍ଟନମେଣ୍ଟରେ ଥିବା ସର୍ଦ୍ଦାର ବଲ୍ଲଭାଇ ପଟେଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଖବର ପାଇ ନିଆଁକୁ ଆୟତ କରିବା ପାଇଁ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।…

ଚର୍ଚ୍ଚାରେ ସୁନାର ମାସ୍କ, ଯାହାର ଦାମ୍…

ପୁନେ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ। ଫଳରେ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଫଳରେ ମାସ୍କ ବେପାର ବଢ଼ି ଚାଲିଛି। ଏପରରିକି ବଜାରରେ ଭଳିକି ଭଳି ମାସ୍କ ମିଳୁଛି ଏବଂ ଲୋକମାନେ ବିଭିନ୍ନ…

କରୋନା: ମୁମ୍ବାଇ, ପୁନେ, ନାଗପୁର ଲକ୍‌…

ମୁମ୍ବାଇ: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ଆଜି ଶେଷ ଟି-୨୦: ସିରିଜ ଜିିତିବା…

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍…

ପିଲାଙ୍କ ଆଗରେ ମା କଲେ ଆତ୍ମହତ୍ୟା !

ଭୁବନେଶ୍ବର : ପୁଣେରେ ଓଡିଆ ବୋହଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ସୁଇସାଇଡ ନୋଟରେ ସ୍ବାମୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିବା କଥା ଲେଖିଛନ୍ତି । ସେ ୬ ବର୍ଷର ଝିଅକୁ ୧୦ ମାସର ପୁଅର କଥା ବୁଝିବାକୁ କହିଛନ୍ତି । ମୃତଙ୍କ ସ୍ବାମୀ ପୁଣେର ଏକ କମ୍ପାନୀରେ ମ୍ୟାନେଜର ଭାବେ କାମ…