Odisha Link
Bridging the Missing Links in Odisha

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲରରେ ଅଗ୍ନିକାଣ୍ଡ

ମୁମ୍ବାଇ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲରରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ପୁଣେ କ୍ୟାଣ୍ଟନମେଣ୍ଟରେ ଥିବା ସର୍ଦ୍ଦାର ବଲ୍ଲଭାଇ ପଟେଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଖବର ପାଇ ନିଆଁକୁ ଆୟତ କରିବା ପାଇଁ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Comments are closed.