Odisha Link
Bridging the Missing Links in Odisha
Daily Archives

September 5, 2020

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଦୁଇ…

ଅନୁଗୋଳ: କଣିହାଁ ବ୍ଲକ ଦେି ପ୍ରବାହିତ ସମାକୋଇ ନଦୀରେ ବୁଡି ଯାଇଥିବା ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଳକ ଜଣକ ହେଲେ ଅମିତ ମହାଳିକ। ପ୍ରକାଶ ଯେ, ଜିଲ୍ଲାର କଣିହାଁ ବ୍ଲକ ମହିଧରପୁର ଗ୍ରାମର ଦୁଇ ସାଙ୍ଗ ଲିପୁନା ସାହୁ ଆଉ ଅମିତ ମହାଳିକ ସମାକୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା…

ଓଡ଼ିଆ ଶ୍ରମିକଙ୍କ ବିୟୋଗରେ ରାଜ୍ୟ…

ଭୁବନେଶ୍ୱର: ଛତିଶଗଡ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଗଂଜାମ ଜିଲ୍ଲାରୁ ଗୁଜୁରାଟ ଯାଉଥିବା ୮ ଜଣ ଶ୍ରମିକଙ୍କ ଜୀବନ ହାନି ହୋଇଛି। ଏଥି ସହ ଦୁର୍ଘଟଣାରେ ବହୁ ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକାଂଶ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି…

ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଯୋଗ…

ଭୁବନେଶ୍ୱର : ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି। ୩୩ ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।…

ମସଜିଦ୍‌ରେ ଏସି ବିସ୍ଫୋରଣ, ୧୨ ମୃତ ୨୫…

ବାଂଲାଦେଶ: ମସଜିଦ୍‌ରେ ଏସି ବିସ୍ଫୋରଣ। ବାଂଲାଦେଶର ଫତୁଲ୍ଲାହ ସହରର ଏକ ମସଜିଦ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏସି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏସି ବିସ୍ଫୋରଣ ହୋଇଥିଲା। ସୂଚନା ମୁତାବକ, ଫତୁଲ୍ଲାହ ସହରରେ ଥିବା ସଲାମ…

ମାନବିକତା ଦେଖାଇ ଚୀନ ନାଗରିକଙ୍କ ଜୀବନ…

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ମଧ୍ୟ ମାନବିକତା ଦେଖାଇଛି ଭାରତୀୟ ସେନା। ଉତ୍ତର ସିକ୍କିମରେ ଫସି ରହିଥିବା ଚୀନ ନାଗରିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସେନା। ଜଣେ ମହିଳା ନାଗରିକଙ୍କ ସମେତ ମୋଟ ୩ ଚୀନ ନାଗରିକ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରି’ରେ…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଫଳାଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ କଳା ଫଳାଫଳ। ଏନେଇ ସିଏଚଏସସି କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟ ବିଭାଗର ପରୀକ୍ଷାଫଳକୁ ଉନ୍ମୋଚନ କରିଛନ୍ତି। ଛାତ୍ରଛାତ୍ରୀ ମାନେ www.orissaresults.nic.in ଓ୍ୱେବ୍ ସାଇଟ୍ ରେ ସେମାନଙ୍କ ରୋଲ୍ ନମ୍ବର ଓ…

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଅଭିନନ୍ଦନ…

ଭୁବନେଶ୍ୱର: ଚଳିତବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ତାପସ କୁମାର ମହାନ୍ତି ଓ ବସନ୍ତ କୁମାର ସାହୁଙ୍କ ସମେତ ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ୍ କରି…

୪ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏହି ମାଲାରେ ଡ୍ରଗ୍ସ କାରବାରର ଲିଙ୍କ୍‌ ଥିବା ନେଇ ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌ଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ…

୭ରେ ହେବ ବର୍ଷା ଅନୁଭବ ମାମଲାର ଶୁଣାଣି

ଭୁବନେଶ୍ୱର: ଆସନ୍ତା ୭ରେ କଟକ ଏସଡ଼ିଜେଏମ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମାମଲାର ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ମାମଲାର ଶୁଣାଣି ପୂର୍ବରୁ ଉଭୟ ଏନେଇ ଗଣମାଧ୍ୟମ ସାମ୍ନାକୁ ଆସିବେନି ବୋଲି କୁହାଯାଉଛି। ଆଜି ବର୍ଷା ପ୍ରି୍ରୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପ୍ରସଙ୍ଗ…

ଗୁରୁଦିବସରେ ଓଡ଼ିଶାର ଦୁଇ ଶିକ୍ଷକଙ୍କୁ…

ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଏ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏହା ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି…