Odisha Link
Bridging the Missing Links in Odisha
Browsing Tag

Fire

କୁଏତ ଅଗ୍ନିକାଣ୍ଡ: ତିଗିରିଆ କରାଡପଲ୍ଲୀ…

ଓଏଲ୍‌ ବ୍ୟୁରୋ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣଙ୍କ ପ୍ରାଣହାନୀ ଘଟିଛି। ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। ସେ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ବୋଲି ସୂଚନା ରହିଛି। କରାଡପଲ୍ଲୀ ଗାଁର ୩୩ବର୍ଷୀୟ ମହମ୍ମଦ ଜହୁର କୁଏତରେ କାମ କରୁଥିଲେ। ଏକ…

ତାଜ୍‌ ଏକ୍ସପ୍ରେସରେ ଅଗ୍ନିକାଣ୍ଡ,…

ଓଏଲ୍‌ ବ୍ୟୁରୋ: ତାଜ୍‌ ଏକ୍ସପ୍ରେସ ଟ୍ରେନ୍‌ରେ ଭୟଙ୍କର ନିଆଁ। ଚଳନ୍ତା ଟ୍ରେନ୍‌ରେ ନିଆଁ ଲାଗିଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗିଥିଳା। ଏହି ବଡ଼ ଦୁର୍ଘଟଣାଟି ତୁଗଲକାବାଦ-ଓଖଲା ମଧ୍ୟରେ ହୋଇଛି। ରେଳ ବିଭାଗରୁ ମିଳିଥିବା…

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଉ ଜଣଙ୍କର…

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟଳା ୮କୁ ବୃଦ୍ଧି ପାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ…

ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ଲାଗିଲା ନିଆଁ। ନାକଚଣା ନିକଟରେ ଥିବା ଅଳିଆ ଗଦାରେ ଲାଗିଥିଲା ନିଆଁ। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ରହିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ,…

ଚଳନ୍ତା ବସରେ ଲାଗିଲା ନିଆଁ: ଗଲାଣି ୧୦…

ଓଏଲ୍‌ ବ୍ୟୁରୋ: ହରିୟାଣାରେ ଭୟଙ୍କର ବସ୍‌ ଦୁର୍ଘଟଣା। ଗତକାଲି ରାତିରେ ହରିୟାଣାର ନୁହରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ଚିତି ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଘଟଣ ଘଟିଥିଲା।…

କୋଲକାତାରୁ ଓଡ଼ିଶା ଆସୁଥିବା ବସ୍ ମଝି…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ରାତିରେ କୋଲକାତାରୁ ଓଡ଼ିଶା ଅଭିମୁଖେ ଏକ ଯାତ୍ରୀବାହୀ ବସ୍‌ ଆସୁଥିବା ବେଳେ ଲାଗିଲା ନିଆଁ। ହୁତହୁତ ଜଳିଲା ବସ୍। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ। ଏହି ଦୁର୍ଘଟଣା ଶୁକ୍ରବାର ରାତି…

ବିବାହ ଉତ୍ସବ ବେଳେ ମୃତ୍ୟୁର ତାଣ୍ଡବ,…

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିିଥିଲା ବାହାଘର। ହଠାତ୍‌ ଘଟିଲା ଭୟଙ୍କର ଅଘଟଣ। ଯାହାଫଳରେ ବର-କନ୍ୟା ସମେତ ଚାଲିଗଲା ୧୦୦ରୁ ଉର୍ଦ୍ଧ୍ବ ଜୀବନ। ଆଉ ୧୫୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତର ଇରାକର ନେନେଭାରେ ଘଟିଥିବା ଜଣାଯାଇଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି…

ଜଳିଗଲା ଟ୍ରେନ୍: ୯ ମୃତ, ୨୦ରୁ ଅଧିକ…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ଆଜି ଭୋରୁ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଆଜି ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୯ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। କିଛି…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ନିଆଁ ଲିଭା…

ଓଏଲ୍‌ ବ୍ୟୁରୋ: ଦିଲ୍ଳୀ ଏମ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ। ହସ୍ପିଟାଲର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ନେଇ ଖବର ସାମ୍ନାକୁ ଆସିଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ଏଥିରେ କାହାର କ୍ଷତି ଘଟିନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ…

ରାଜ୍ୟ ଔଷଧ ନିଗମ ଗୋଦାମରେ ଭୟଙ୍କର…

ଓଏଲ୍‌ ବ୍ୟୁରୋ: ସରକାରୀ ମେଡିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ। ଗତକାଲ ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୭ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ…