Odisha Link
Bridging the Missing Links in Odisha
Browsing Tag

Fire

ନିଆଁରେ ପୋଡ଼ି ହୋଇ ୩ ବ୍ୟକ୍ତି ଗୁରୁତର

ଓଏଲ୍‌ ବ୍ୟୁରୋ : କଟକ ନିଶ୍ଚିନ୍ତକୋଇଲି ବ୍ଲକ କୂଳବଡ଼କ୍ଷୀର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟିଥିବାରୁ ଗୋଟିଏ ପରିବାରର ୩ ଜଣ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିବା ସୂଚନା। ନିଆଁରେ ପୋଡ଼ି ହୋଇଥିବା ୩ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ପୋଡ଼ି ହୋଇ…

ହୋଟେଲରେ ଅଗ୍ନିକାଣ୍ଡ : ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡରେ ୧୦ଜୀବନ ଚାଲିଯାଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଘଟଣାଟି କାମ୍ବୋଡିଆର ଏକ ହୋଟେଲ କାସିନୋରେ ହୋଇଥିବାବେଳେ ୧୦ଜଣ ମୃତ ସହ ୩୦ଜଣ ଆହତ। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ପୁରୀରେ କାଠଗୋଲାରେ ଅଗ୍ନିକାଣ୍ଡ: ଜଳିଗଲା…

ଓଏଲ୍‌ ବ୍ୟୁରୋ : ଲାଗିଲା ନିଆଁ ସୃଷ୍ଟି ହେଲା ଭୟାବହ ପରିସ୍ଥିତି। ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦କୋଟି ଟଙ୍କାର କାଠ। ଘଟଣାଟି ପୁରୀରେ ଘଟିଥିବାବେଳେ ଏହି ଭୟାବହ ଅଗ୍ନିକାଣ୍ଡରେ କାଠଗୋଲାରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଦ୍ୱାରା ୧୦ କୋଟି ଟଙ୍କାର କାଠ ଜଳିଯାଇଥିବାର ଖବର ମିଳିଛି। ଖବର ଅନୁସାରେ…

ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା…

ଓଏଲ ବ୍ୟୁରୋ: ଫାଟିଲା ଗ୍ୟାସ୍‌ ଟାଙ୍କି। ଜଳଗିଲା ଅଙ୍ଗନଓ୍ବାଡି କେନ୍ଦ୍ର। ଅଳ୍ପକେ ବର୍ତ୍ତିଲେ ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ। ସାଲେପୁର ମାହାଙ୍ଗା ଲଳିତଗିରି ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ରୋଷେଇ କଲା ବେଳେ ହଠାତ ନିଆଁ ଜଳି ଉଠିଥିଲା । ସହାୟିକା…

କଂଗ୍ରେସ ପାର୍ଟି ଅଫିସରେ ନିଆଁ

ଓଏଲ୍‌ ବ୍ୟୁରୋ: ୨୪ରେ ପୌର ନିର୍ବାଚନ। ଏଥିପାଇଁ ସଜବାଜ ସମସ୍ତ ପ୍ରାର୍ଥୀ । ହେଲେ ଏହାପୂର୍ବରୁ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୭ ନମ୍ବର ଓ୍ବାର୍ଡରେ ନିର୍ବାଚନୀ ହିଂସା ଘଟିଛି। କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ।…

ଫାଟିଲା ଗ୍ୟାସ ସିଲିଣ୍ଡର: ଜଳିଗଲା ୫ ଘର,…

ଓଏଲ୍‌ ବ୍ୟୁରୋ: ଚାରିଆଡେ ଥିଲା ହସଖୁସିର ମାହୋଲ। କାରଣ ସମସ୍ତେ ପାଳନ କରୁଥିଲେ ରଙ୍ଗର ପର୍ବ ହୋଲି। ହେଲେ ଭଦ୍ରକ ଜିଲ୍ଲା ଅସ୍ତଳ ଛକରୁ ଆସିଛି ଦୁଃଖଦ ଖବର। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଗୁରୁତର…

ସୁପରଫାଷ୍ଟ ଏକ୍ପପ୍ରେସରେ ଲାଗିଲା ନିଆଁ,…

ଓଏଲ୍‌ ବ୍ୟୁରୋ: ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ। ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ହୋଇଛି ଅଗ୍ନିକାଣ୍ଡ। ଏକ୍ପପ୍ରେସର ପ୍ୟାଣ୍ଟ୍ରୀ କାରରେ ନିଆଁ ଲାଗି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ କର୍ମଚାରୀ ଏହାକୁ ଆୟତ୍ତ କରି ନେଇଥିବା ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ସୂଚନା…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଲପଡ଼ା ଗାଁର ଦାସ ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୨ଟି ପରିବାରର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି।…

ଦିଲ୍ଲୀ ଏମ୍ସରେ ନିଆଁ, ସ୍ଥାନାନ୍ତରିତ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ନିଆଁ। ସୋମବାର ସକାଳ  ୫ ଟା ସମୟରେ ଲାଗିଥିଲା ନିଆଁ। ଯାହାକୁ ନେଇ କିଛି ସମୟ ପାଇଁ ଭୟର ବାତାବାରଣ ସୃଷ୍ଟି ହୋଇଥିଲା। ହେଲେ ଦମକଳ ବାହିନୀ ପହଁଞ୍ଚି ନିଆକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ଦମକଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିଆଁ ବଡ଼ ଧରଣର ଲାଗି ନଥିଲା। ଆମେ କିଛି…

ଆନ୍ଧ୍ରପ୍ରଦେଶ ଏଚପିସିଏଲ୍ ପ୍ଲାଣ୍ଟରେ…

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ମାଲକାପୁରମର ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍)ର ଏକ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ବିଭିନ୍ନ ଶିଳ୍ପ ୟୁନିଟରୁ ଅଗ୍ନିଶମ ବାହିନୀ ପହଞ୍ଚିଛି। ଭାରତୀୟ ନୌସେନାର ଏକ ବିଶେଷଜ୍ଞ ଦଳ…