Odisha Link
Bridging the Missing Links in Odisha
Browsing Tag

Fire

ଆନ୍ଧ୍ରପ୍ରଦେଶ ଏଚପିସିଏଲ୍ ପ୍ଲାଣ୍ଟରେ…

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ମାଲକାପୁରମର ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍)ର ଏକ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ବିଭିନ୍ନ ଶିଳ୍ପ ୟୁନିଟରୁ ଅଗ୍ନିଶମ ବାହିନୀ ପହଞ୍ଚିଛି। ଭାରତୀୟ ନୌସେନାର ଏକ ବିଶେଷଜ୍ଞ ଦଳ…

ଅଘଟଣ: ଜଳିଗଲା ସମଲେଶ୍ୱରୀ ମନ୍ଦିରର ଦୀପ…

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମ୍ବଲେଶ୍ବରୀ ମନ୍ଦିରରେ ଅଘଟଣ। ରବିବାର ବିଳମ୍ବିତ ରାତ୍ରୀରେ ଜଳିଗଲା ମନ୍ଦୀରର ଦୀପ ଘର। ମହାମାରୀ କରୋନା ଓ ରାଜ୍ୟକୁ ବାତ୍ୟା ବିପଦ ଥିବା ସମୟରେ ଅଘଟଣ ହୋଇଥିବାରୁ ଅଘଟଣକୁ ନେଇ ଜୋର ଚର୍ଚ୍ଚା ହେଉଛି। ହେଲେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ…

କୋଭିଡ ୱାର୍ଡରେ ଲାଗିଲା ନିଆଁ

ଭଦ୍ରକ: କୋଭିଡ ୱାର୍ଡରେ ଲାଗିଲା ନିଆଁ। ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମରେ ନିଆଁ ଲାଗିଛି।  ବିଦ୍ୟୁତ ସର୍ଟସର୍କିଟ କାରଣରୁ ଡିଜି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି।  ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।…

ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ…

ଗୁଜରାଟ: ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧ଟା ବେଳେ ଗୁଜରାଟର ଭରୁଚ ଅନ୍ତର୍ଗତ ‘ୱେଲ୍‌ଫେୟାର୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଯାଇଥିଲା। ଫଳରେ ୧୮ଜଣ କୋଭିଡ୍‌-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ସକାଳ ୬.୩୦ ସୁଦ୍ଧା ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ନେଇ…

କୋଭିଡ ଡାକ୍ତରଖାନାରେ ଭୟାବହ…

ରାୟପୁର: ଛତିଶଗଡ଼ର ପଚପେଡି ନାକା ନିକଟରେ ଥିବା କୋଭିଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ରାଜଧାନୀ ଡାକ୍ତରଖାନାରେ ନିଆଁ ଲାଗି ୫ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି। ପାଖାପାଖି ୫୦ ଜଣ ରୋଗୀଙ୍କ ଚିକିତ୍ସା ଏଠାରେ କୋଭିଡ୍ ଚିକିତ୍ସା ଚାଲିଥିଲା। ତେବେ ସର୍ଟ…

ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର…

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବାରେ ଅଭାବନୀୟ ଘଟଣା। ଚମ୍ବା ଜିଲ୍ଳାର ସୁଇଲା ଗ୍ରାମର ଜଣଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଘରେ ରହିଥିବା କିଛି ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା…

ଭଦ୍ରକ: ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି କୌଣସି କାରଣରୁ ମହାଳିକ ସାହିରେ ନିଆଁ ଲାଗିଯାଇଥିଲା। ଯାହାକି ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା। ନିଆଁ ଲିଭାଇବାକୁ ଗ୍ରାମବାସୀ ମାନେ ଉଦ୍ୟମ…

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ…

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ୧୦ ବଖରା ଘର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର…

ପୁଣି ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଅନୁଗୁଳ: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ନ ଲିଭି ଥିବା ବେଳେ ଦୁବୃର୍ତ୍ତମାନଙ୍କର ଜଙ୍ଗଲରେ ନିଆଁ ଲଗାଇବା ଘଟଣା ଚିନ୍ତା ସୃଷ୍ଟି କରୁଛି। ଏଭଳି ଏକ ଘଟଣା ଘଟିଛି ପାଲଲହଡା ଖମାର ଗୁରୁସୁଲେଇ ଜଙ୍ଗଲରେ। ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଖମାର ବନ ବିଭାଗ। ଗିରଫ ୨…

ଯାତ୍ରୀବାହୀ ବସରେ ନିଆଁ

ଭୁବନେଶ୍ୱର: ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ। ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଖାଲି ବସରେ ଅଗ୍ନିକାଣ୍ଡ ଘଟିଛି ।୩ଟି ବସରେ ନିଆଁ ଲାଗିଥିବା ବେଳେ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ୨ଟି ଅଗ୍ନିଶମ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ତେବେ ଅଗ୍ନିକାଣ୍ଡର କାରଣ…