Odisha Link
Bridging the Missing Links in Odisha

ଯାତ୍ରୀବାହୀ ବସରେ ନିଆଁ

ଭୁବନେଶ୍ୱର: ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ। ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଖାଲି ବସରେ ଅଗ୍ନିକାଣ୍ଡ ଘଟିଛି ।୩ଟି ବସରେ ନିଆଁ ଲାଗିଥିବା ବେଳେ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି ।

୨ଟି ଅଗ୍ନିଶମ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଗୋଟିଏ ବସରେ ନିଆଁ ଲାଗିବା ପରେ ପାଖ ଦୁଇଟି ବସକୁ ବ୍ୟାପିଥିଲା ।

Comments are closed.