Odisha Link
Bridging the Missing Links in Odisha
Daily Archives

November 1, 2019

ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଏହିସବୁ…

ନୂଆଦିଲ୍ଲୀ: ଆଜି ହେଉଛି ନଭେମ୍ବର ୧ ତାରିଖ। ଏହି ଦିନ ଦେଶରେ ପ୍ରତିଷ୍ଠା ହୋଇଥିଲା ଦେଶରେ ୮ଟି ରାଜ୍ୟ। ଆଜିର ଦିନରେ ୮ଟି ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, କର୍ଣ୍ଣାଟକା, ଛତିଶଗଡ଼, ହରିଆଣା, ପଞ୍ଜାବ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ପ୍ରତିଷ୍ଠା ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ, ଚଣ୍ଡୀଗଡ଼,…

ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ପଟ୍ଟନାୟକଙ୍କ…

ଭୁବନେଶ୍ବର: ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଫୋଏନିକ୍ସ ଫାଉଣ୍ଡେସନ୍ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ ପାଇଁ ମନୋନୟନ…

To read this news in English click here ଭୁବନେଶ୍ବର: ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ ବହୁ ପ୍ରତୀକ୍ଷିତ 'ଓଡ଼ିଶା ଉତ୍କର୍ଷ ସମ୍ମାନ' ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଏଥି ପାଇଁ ବରିଷ୍ଠ ବର୍ଗରେ ବିଭିନ୍ନ ବିଭାଗ ପାଇଁ ମନୋନୟନ ଆହ୍ବାନ…

ମହାରାଷ୍ଟ୍ର: ଛିଣ୍ଡୁନି ଅଙ୍କ, ହେବ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦିନ ପରେ ଦିନ ଗଡ଼ି ଚାଲୁଛି ହେଲେ ସରକାର କିଏ ଗଢ଼ିବ ସେ ନେଇ ଛିଣ୍ଡୁନି ଅଙ୍କ। ମୋଟାମୋଟି କହିବାକୁ ଗଲେ ମହାରାଷ୍ଟରେ ଭୋଟରଙ୍କ ବିଜୟ ହୋଇଛି। ଭୋଟର ଏପରି ଭୋଟ ଦେଇଛନ୍ତି ଯେ, କୌଣସି ଗୋଟିଏ ଦଳ ସରକାର ଗଢ଼ିବା ସ୍ଥିତିରେ ନାହାନ୍ତି। ନିୟମ…

ହିନ୍ଦୁ ଓ ମୁସଲିମ ସଂଗଠନ ଅଯୋଧ୍ୟା…

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ଅଛି। ଏହି ଐତିହାସିକ ରାୟ ଶୁଣାଣି ପରେ ଦେଶରେ ଯେପରି କିଛି ଅଶାନ୍ତି ବାତାବରଣ ସୃଷ୍ଟି ନହେବ ଦୃଷ୍ଟିରେ ରଖି ହିନ୍ଦୁ ଓ ମୁସଲିମ ଧର୍ମର ନେତା ଏବଂ ସଂଗଠନ ଗୁଡ଼ିକ ନିଜ ନିଜର ସଂପ୍ରଦାୟର ଲୋକଙ୍କୁ ଶାନ୍ତି…

ଓଡ଼ିଶା ରାଜ୍ୟପାଳଙ୍କୁ କୋରିଆରେ ଡକ୍ଟରେଟ୍

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କୋରିଆର ହାନ୍ସିଓ ବିଶ୍ବିବଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ମିଳିଛି। ଦକ୍ଷିଣ କୋରିଆର ଏହି ପ୍ରସିଦ୍ଧ ବିଶ୍ବବିଦ୍ୟାଳୟରେ ଗତକାଲି ଉପସ୍ଥିତ ରହି 'ଲୋକସେବା' କ୍ଷେତ୍ରରେ ଡକ୍ଟରେଟ୍‌ ଗ୍ରହଣ କରିଛନ୍ତି। ଏ ଅବସରରେ ସେ ଲୋକସେବାରେ…

ସାରା ରାଜ୍ୟରେ ଆଇସିଡିଏସ୍‌ ପ୍ରକଳ୍ପ…

ଭୁବନେଶ୍ୱର: ଟେକ୍‌ ହୋମ୍‌ ରାସନ୍‌ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ନିଷ୍ପତ୍ତି କ୍ରମେ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ଛତୁଆ ବଣ୍ଟନ ଦ୍ୱାରା ବ୍ୟବସ୍ଥାରେ ଯଥେଷ୍ଟ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପରିଲକ୍ଷିତ ହୋଇଛି । ଏହି…

ଦିଲ୍ଲୀରେ ଜୀବବିଜ୍ଞାନ ପ୍ରତିଷ୍ଠାନର ୧୮ଶ…

ଭୁବନେଶ୍ୱର : ଓଡ଼ିଶାରେ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ଉଚ୍ଚତର ତାଲିମ ସହିତ ବିଜ୍ଞାନକୁ ଲୋକ ପ୍ରିୟ କରିବା ନିମନ୍ତେ କେନ୍ଦ୍ର ସରକାର ଅଧିକ ପ୍ରୋତ୍ସାହନମୂଳକ ନେବା ସାଙ୍ଗକୁ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ରାଜ୍ୟରେ ଅଧିକ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ପାଇଁ ପ୍ରଯତ୍ନ କରନ୍ତୁ ବୋଲି ୟବିଜ୍ଞାନ ଓ…

ଜିଲ୍ଲାରେ ଅଚାନକ ବିଦ୍ୟାଳୟ ପରିଦର୍ଶନ…

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାୟଗଡ଼ା ଜିଲ୍ଲାଗ୍ରସ୍ତ ଅବସରରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍‌, କାକରୀଗୁମ୍ମା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ସ୍କୁଲ, ଲକ୍ଷ୍ମୀପୁ ଯୁକ୍ତ-୩ କଲେଜ ଏବଂ ରାୟଗଡ଼ା ଜିଲ୍ଲାର ଉଦୟ ପୁର…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ…

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ପରେ ଝାଡ଼ଖଣ୍ଡ ବିଧାନସଭା ପାଇଁ ବାଜିଲା ବିଗୁଲ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା। ମୋଟ ୫ଟି ପାର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ମତଦାନ ୩୦ନଭେମ୍ବର, ଦ୍ୱିତୀୟ…