Odisha Link
Bridging the Missing Links in Odisha
Monthly Archives

November 2019

କାଲିଠୁ କଡ଼ାକଡି ହେବ ଟ୍ରାଫିକ ନିୟମ,…

ଭୁବନେଶ୍ବର: ୩ମାସ ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। ଏହା ସତ୍ତ୍ୱେ ମଦୁଆ ଗାଡ଼ି ଚାଳକମାନେ ସାବାଡ଼ ହେଉ ନାହାନ୍ତି। ମଦ ପିଇ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା…

ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ବିଜେପି…

ଝାଡଖଣ୍ଡ: ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ। ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଂଚଳର ଆହୁରି ବିକାଶ ହେବ ବୋଲି ଶନିବାର ଝାଡଖଣ୍ଡର ସମୀବର୍ତୀ ଓଡିଶା ଭାଷାଭାଷୀ ଅଂଚଳ ଜାମସେଦପୁର, ଜଗନ୍ନାଥପୁର…

ଅଗ୍ନି-୩ର ସଫଳ ପରୀକ୍ଷଣ

ଭୁବନେଶ୍ବର: ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ସମ୍ବନିତ ପରୀକ୍ଷଣ ଘାଟିରୁ ପରମାଣୁ ସଂପନ୍ନ ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ପ୍ରଥମ ଥର ପାଇଁ ସନ୍ଧ୍ୟା ସମୟ ୭ଟା ୧୭ ମିନିଟରେ ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି-୩ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଭାରତୀୟ ପ୍ରତିରକ୍ଷା…

ହାଇଦ୍ରାବାଦ୍‌ ଦୁଷ୍କର୍ମ-ହତ୍ୟା ମାମଲା:…

ଭୁବନେଶ୍ୱର: ଓଡ଼ିଶାରେ ତେଜିଲା ପ୍ରିୟଙ୍କା ରେଡ୍ଡୀ ଦୁଷ୍କର୍ମ-ହତ୍ୟା ମାମଲାର ପ୍ରତିବାଦ। ଏଭଳି ଘଟଣାକୁ ଓଡ଼ିଶାର କୋଣ ଅନୁକୋଣରେ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ। ହାଇଦ୍ରାବାଦରେ ଭେଟେରିନାରୀ ଡାକ୍ତରଙ୍କ ସାମୂହିକ ଗଣବଳାକ୍ତାର ଓ ଜୀବନ୍ତ ଜାଳି ହତ୍ୟାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ…

ପୁଲିସ୍‌ର ପ୍ରେମରେ ଫଶିଗଲା…

ଭୋପାଲ: କଥାରେ ଅଛି ସବୁ ଅସମ୍ଭବକୁ ପ୍ରେମ ସମ୍ଭବ କରିଥାଏ। ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଯାହା ପୁଲିସ୍‌ କରି ପାରିଲା ନାହିଁ ତାହା ପ୍ରେମ କରି ଦେଖାଇଛି। ସତ କହିବାକୁ ଗଲେ ପୁଲିସ୍‌ କର୍ମଚାରୀଙ୍କ ହନିଟ୍ରାପ୍‌ରେ ଫଶିଗଲେ କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର। ପ୍ରେମର ସାହାରା ନେଇ ଜଣେ…

ଏଣିକି ପରୀକ୍ଷା ଦେବା ପାଇଁ ହେଲେ…

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା ଜାରି…

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ…

ଭୁବନେଶ୍ୱର : ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଇଛି । ରାଜ୍ୟସରକାର ବିଧାନସଭାରେ ଲକ୍ଷେ କୋଟି…

ଓଜନରେ ହେରଫେର୍ ସନ୍ଦେହରେ ରାଜ୍ୟର ୬ଟି…

ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ୪୫ଟି ସୁନା ଦୋକାନ ଉପରେ ଚଢାଉ। ୩ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି। ଏହି ଚଢଉ ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱରର ୧୦ଟି ପ୍ରତିଷ୍ଠିତ ସୁନା ଅଳଙ୍କାର ଦୋକାନ। ଏହି ୧୦ଟି ଦୋକାନ ମଧ୍ୟରୁ ୮ଟିରେ ବୈଧ ମାପ ବିଜ୍ଞାନ ନିୟମ ପାଳନରେ ତ୍ରୁଟି ପରିଲକ୍ଷିତ…

ସ୍ମିତାରାଣୀ ମୃତ୍ୟୁ ଘଟଣା; ରୁପେଶଙ୍କ…

ଯାଜପୁର: ଯାଜପୁର ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ବେଲ ପିଟିସନକୁ ଯାଜପୁର ଜିଲା ଦୌରାଜଜ ନା ମୁଞ୍ଜୁର କରିଛନ୍ତି । ରୁପେଶଙ୍କ ରାଜନୈତିକ ଦଳ ସହିତ ଘନିଷ୍ଠ ସଂପର୍କ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପ୍ରଦାନ କଲେ ସାକ୍ଷୀ ମାନେ ପ୍ରଭାବିତ ହେବାର…

ଜାଣନ୍ତୁ କାହା ସହ କାମ କରିବେ ତାପସି

ମୁମ୍ବାଇ : ବଲିଉଡ଼ରେ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଅନେକ ଅଭିନେତା ଓ ଅଭିନେତ୍ରୀ ପସନ୍ଦ କରିଥାନ୍ତି । ଏବେ ସେ ଅଭିନେତ୍ରୀ ତାପସୀଙ୍କୁ ତାଙ୍କ ସିନେମାରେ ଅଭିନୟ କରିବାପାଇଁ ଅଫର୍ ଦିଆଯାଇଛି । ତାପସିଙ୍କ ସିନମା ‘ବଦ୍‌ଲା’ ,‘ପିଙ୍କ୍’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ୍’ ଓ…