Odisha Link
Bridging the Missing Links in Odisha
Monthly Archives

November 2019

ମହାରାଷ୍ଟ୍ର ବିଧାନସଭାରେ ବହୁମତ…

ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକରେ ଶନିବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାର ମୋଟ ୨୮୮ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧବ ୧୬୯ ସଦସ୍ୟଙ୍କ ସମର୍ଥନ ପାଇ ନିଜର ଶକ୍ତି ପ୍ରଦର୍ଶନ…

ଜଳିଗଲେ ୩ ଶିଶୁ

କଳାହାଣ୍ଡି: କୋକସରା ବ୍ଲକ ବିଜମରା ଗାଁରେ ଅଘଟଣ ଘଟିଛି। ଧାନ ଖଳାରେ ଖେଳୁଥିବା ବେଳେ ନିଆଁ ରେ ପୋଡି ଗଲେ ତିନି ଶିଶୁ। ସମସ୍ତ ଗୁରୁତର ଶିଶୁଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋକସରା ବ୍ଲକ ବିଜମରା ଗାଁ ତିନି ଜଣ ଶିଶୁ ଆଜି ଧାନ ଖଳା ରେ ଖେଳୁଥିବା ସମୟରେ…

ତବଲା ବାଦକ ରାଧାକାନ୍ତଙ୍କ ପରଲୋକ

କଟକ: ଓଡ଼ିଶାର ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ସେ ବହୁ ଓଡ଼ିଆ ଫିଲ୍ମ ଓ ଭଜନର ବହୁ କାର୍ଯ୍ୟକ୍ରମରେ ତାବଲା…

ଟୁଇଷ୍ଟ୍ ପରେ ଟୁଇଷ୍ଟ୍ ଦେଉଛି ବିଗ୍ ବସ୍

ମୁମ୍ବାଇ : ଟେଲିଭିଜନ ଜଗତର ସବୁଠୁ ଲୋକପ୍ରିୟ ହାସଲ କରିଥିବା ସିରିୟଲ ବିଗ୍ ବସ୍ ୧୩ । ଏହାର ଆରମ୍ଭରେ ଅନେକ ବିବାଦ ସୃଷ୍ଟି ହୋଇ ,ଏହାକୁ ବନ୍ଦ କରିବାକୁ ମଧ୍ୟ କୁହା ଯାଇଥିଲା ।କିନ୍ତୁ କିଛି ଦିନ ହେବ ଏହାର ଟିଆରପି ବଢ଼ିବାରେ ଲାଗିଛି । ବିଗ୍ ବସ୍ ରେ  ଟୁଇଷ୍ଟ୍ ପରେ ଟୁଇଷ୍ଟ୍  ଦେଖିବାକୁ ମିଳୁଛି ।…

ଆରମ୍ଭ ହେଲା ମହାରାଷ୍ଟ୍ର ବିଧାନସଭା,…

ମୁମ୍ବାଇ: ଆଜି ଆରମ୍ଭ ହେଲା ମହାରାଷ୍ଟ୍ର ବିଧାନସଭା। ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ବିଧାୟକ ଦେବେନ୍ଦ୍ର ଫଡନାଭିସ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଧାନସଭା ଅଧିବେଶନ ନିୟମ ଅନୁଯାୟୀ ହୋଇନାହିଁ। ଅଧିବେଶନ ଆରମ୍ଭରେ ବନ୍ଦେ ମାତରମ୍‌ କାହିଁକି…

ଅର୍ଥମନ୍ତ୍ରୀଙ୍କୁ ଏଭଳି କହିଲେ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜଣା ନାହିଁ ଅର୍ଥନୀତି। ଏଭଳି କହିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିରେ ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରୁ ପ୍ରଶିକ୍ଷଣ ନେଇଥିବା ସୁବ୍ରମଣ୍ୟମ ସ୍ବାମୀ। ଶୁକ୍ରବାର ଦେଶର ଦ୍ୱିତୀୟ ତ୍ରୟୋମାସିକ ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ୪.୫ ପ୍ରତିଶତ ରହିଛି…

ପୁଲିସ ନଧରିଲେ ବି ଜରିମାନା!

ଭୁବନେଶ୍ୱର: ଆପଣଙ୍କ ଜାଣତରେ ହେଉ କି ଅଜାଣତରେ ହେଉ ବେଳେ ବେଳେ ଆପଣମାନେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ହସି ଦେଇ ଚାଲିଯାଆନ୍ତି। ହେଲେ ଆପଣଙ୍କୁ ପୁଲିସ ଧରିନାହିଁ। ତେବେ ଭାବନ୍ତୁ ନାହିଁ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବନି। ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ନଧରିଲେ ବି ସେମାନଙ୍କ…

କଟକ ମଙ୍ଗଳାବାଗରେ ଅଗ୍ନିକାଣ୍ଡ

କଟକ : ଆଜି କଟକର ମଙ୍ଗଳାବାଗ ସ୍ଥିତ ଏକ ପ୍ଲାଷ୍ଟିକ ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି । କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳି ନାହିଁ। ସୂଚନା ଅନୁସାରେ ଇନ୍ୟ କୌଣସି ଘରେ ନିଆଁ ଲାଗି ନାହିଁ । ଗୋଦାମରୁ ଧୁଆଁ…

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉଦ୍ଧବ

ମୁମ୍ୱାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ସାକ୍ଷାତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ ମୁମ୍ୱାଇ ସ୍ଥିତ ବ୍ରିଚ କାଣ୍ଡେ ହସ୍ପିଟାଲ ପହଞ୍ଚି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନଭେମ୍ୱର ୧୧ରୁ ଲତା ମଙ୍ଗେସକର (୯୦) ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।…

ମଦୁଆ ଡ୍ରାଇଭରଙ୍କୁ ନିସ୍ତାର ନାହିଁ

ଭୁବନେଶ୍ବର: ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଗିରଫ ହୋଇଛନ୍ତି ୧୬୦ ନିଶାଗ୍ରସ୍ତ ଗାଡ଼ି ଚାଳକ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭ ଜଣ ଗିରଫ ହୋଇଥିବା ବେଳେ ମୟୁରଭଞ୍ଜରେ ୨୪, ଯାଜପୁର ୧୭ ଏବଂ ଅନୁଗୁଳ ଜିଲ୍ଲାରେ ୧୫ ଜଣ ଗିରଫ ହୋଇଛନ୍ତି । ମଦୁଆ ଡ୍ରାଇଭରଙ୍କୁ ଗିରଫ…